ଅଙ୍ଗନଓ୍ବାଡି ପିଲାଙ୍କ ପାଇଁ ଖୁସିଖବର: ସରକାରଙ୍କ ବଡ଼ ଘୋଷଣା, ବଢ଼ିଲା…

ଭୁବନେଶ୍ୱର, ୨୭।୧: ଅଙ୍ଗନଓ୍ବାଡି ପିଲାଙ୍କ ପାଇଁ ଖୁସିଖବର। ବଡ଼ ଘୋଷଣା କଲେ ସରକାର। ବଢ଼ିଲା ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟ। ବାଳକଙ୍କ ପୋଷାକ ମୂଲ୍ୟ ୧୦୦ରୁ ବଢ଼ି ହେଲା ୧୭୫ ଟଙ୍କା ହୋଇଥିବା ବେଳେ ବାଳିକାଙ୍କ ପୋଷାକ ୧୫୦ରୁ ବଢ଼ି ୨୫୦ ଟଙ୍କା ହୋଇଛି।
ସେହି ପରି ଜୋତା ପାଇଁ ଖର୍ଚ୍ଚ ହେଉଥିବା ୧୦୦ ଟଙ୍କା ବଢ଼ି ୧୫୦ ଟଙ୍କା ଧାର୍ଯ୍ୟ କରାଯାଇଛି।

Dharitri – Odisha’s No.1 Odia Daily

Share