ଏକୁଟିଆ ଥିବାବେଳେ ଝିଅମାନେ ଗୁଗୁଲର ଏସବୁ ସାଇଟ୍‌ ଅଧିକ ସର୍ଚ୍ଚ କରନ୍ତି, ସର୍ଭେରୁ ଜଣାପଡ଼ିଲା…

ନୂଆଦିଲ୍ଲୀ, ୧୯।୧ : ସମ୍ପ୍ରତି ଗୁଗୁଲ ଏପରି ଏକ ପ୍ଲାଟଫର୍ମରେ ପରିଣତ ହୋଇଛି ଯାହା ଉପରେ ୟୁଜର ଯେ କୌଣସି କାମ ପାଇଁ ନିର୍ଭର କରୁଛନ୍ତି। କିଛିି ସମସ୍ୟାର ସମ୍ମୁଖୀନ ହେଲେ ଏବେ ୟୁଜରଙ୍କ ହାତ ତୁରନ୍ତ ଗୁଗୁଲ ଆଡକୁ ପଳାଉଛି। ଗୁଗୁଲ ମନୋରଞ୍ଜନର ମାଧ୍ୟମଠାରୁ ଆରମ୍ଭ କରି ଦୈନିଦିନ ଜୀବନରେ ବିଭିନ୍ନ ଜଣାଅଜଣା ତଥ୍ୟ ପ୍ରଦାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିଛି। ଏବେ ଗୁଗୁଲ ଏହାର ଏକ ସର୍ଭେର ଫଳାଫଳ ରିପୋର୍ଟ ପ୍ରକାଶ କରିଛି।

ଝିଅମାନେ ଏକୁଟିଆ ଥିବା ସମୟରେ ଗୁଗୁଲର କେଉଁ ସାଇଟ୍‌ ଅଧିକ ସର୍ଚ୍ଚ କରିଥାନ୍ତି ସେ ସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଝିଅମାନେ ଗୁଗୁଲରେ କ୍ୟାରିୟର ସମ୍ବନ୍ଧୀୟ ତଥ୍ୟ ଅଧିକ ଖୋଜନ୍ତି। ଯେଉଁଥିରେ ଅନେକ ତଥ୍ୟ ଅନ୍ତର୍ଭୁକ୍ତ ହୋଇଥାଏ। ଯେପରିକି ପାଠ୍ୟକ୍ରମ ବିଷୟରେ କିମ୍ବା ପାଠ୍ୟକ୍ରମର ଦେୟ ବିଷୟରେ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଝିଅମାନେ ସେମାନଙ୍କ ନିଜ କ୍ୟାରିଅର୍‌ ବିଷୟରେ କେତେ ସଚେତନ।

ସେହିପରି ଝିଅମାନେ ପୋଷାକକୁ ବହୁତ ଭଲ ପାଆନ୍ତି। ତେଣୁ ସେମାନେ ପୋଷାକ କିମ୍ବା ଶପିଂ ସାଇଟ ସହିତ ଜଡିତ ଥିବା ସାଇଟ୍‌, ବିଭିନ୍ନ ଅଫର୍‌ ସମ୍ପର୍କରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି।

ଏହା ସହିତ, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ମେକଅପ ବ୍ରାଣ୍ଡ ମଧ୍ୟ ଝିଅମାନେ ଖୋଜିଥାନ୍ତି। ଏହା ବ୍ୟତୀତ ଅନେକ ପ୍ରକାରର ସୌନ୍ଦର୍ଯ୍ୟ ବୃଦ୍ଧିକାରୀ କୌଶଳ, ଚିକିତ୍ସା ଏବଂ ଘରୋଇ ଉପଚାର ସମ୍ପର୍କରେ ମଧ୍ୟ ସର୍ଚ୍ଚ କରିଥାନ୍ତି।

ସେହିପରି ଝିଅମାନେ ସଙ୍ଗୀତ ପ୍ରତି ରୁଚି ରଖୁଥିବାରୁ ଏଭଳି ସାଇଟ୍‌ର ମଧ୍ୟ ଅଧିକ ସର୍ଚ୍ଚ କରିଥାନ୍ତି।

ଭାରତରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ୧୫ କୋଟିରୁ ଅଧିକ। ସେଥିମଧ୍ୟରୁ ୬ କୋଟିରୁ ଅଧିକ ମହିଳା ଅଛନ୍ତି। ସେହିଭଳି ପୁରୁଷ ଇଣ୍ଟରନେଟ ୟୁଜରଙ୍କ ସଂଖ୍ୟା ୯ କୋଟିରୁ ଅଧିକ। ଗୁଗୁଲର ରିପୋର୍ଟ ଅନୁଯାୟୀ, ମହିଳା ୟୁଜରଙ୍କ ମଧ୍ୟରୁ ୭୫ ପ୍ରତିଶତ ୧୫ରୁ ୩୪ ବର୍ଷ ବୟସ୍କ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri