ଭୁବନେଶ୍ୱର,୭।୧ ଭୁବନେଶ୍ୱରରେ ତ୍ରିକୋଣୀୟ ପ୍ରେମରୁ ତୁମୁଳକାଣ୍ଡ। କାର ଭିତରେ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଧମକ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଲିଙ୍ଗରାଜ ଥାନା ସାମନ୍ତରାପୁର ଅଞ୍ଚଳରେ। ତ୍ରିକୋଣୀୟ ପ୍ରେମକୁ ନେଇ ବନ୍ଧୁକ ଦେଖାଇ ଧମକ ସୂଚନା ମିଳିଛି। ଯୁବତୀ ଜଣଙ୍କ ପେସାରେ ଜଣେ ବାର୍ ଡ୍ୟାନ୍ସର ବୋଲି ଜଣା ପଡ଼ିଛି।
Dharitri – Odisha’s No.1 Odia Daily