Categories: Video

କଳାଧନ ସୂଚନା ଦେଇ ପାଆନ୍ତୁ ପୁରସ୍କାର

ଦେଶର ବିକାଶ ହେଉଛି ଦେଶରୁ ଆଦାୟ ହେଉଥିବା ଟ୍ୟାକ୍ସ । ହେଲେ ଏହି ବିକାଶକୁ ଏବେ ଅଧିକ ପ୍ରଭାବିତ କରୁଛି କଳା ଧନ । ପ୍ରତିଦିନ ଆପଣ ଖବରରେ ନିହାତି ଦେଖୁଥିବେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ହେଉ କିମ୍ବା ଟ୍ୟାକ୍ସ ହେରଫେର ଅଭିଯୋଗରେ କିଛି ଅସାଧୁ ବ୍ୟକ୍ତିଙ୍କ ଗିରଫ ।