ଗଣେଶ୍ୱର ବେହେରା ଜୟନାରାୟଣ ମିଶ୍ର ମୁହାଁମୁହିଁ: ହୁଇସିଲ୍‌ ମାରି…

ଭୁବନେଶ୍ୱର,୨୯।୧୧: ବିଧାନସଭାରେ ଗଣେଶ୍ୱର ବେହେରା ଜୟନାରାୟଣ ମିଶ୍ର ମୁହାଁମୁହିଁ ହୋଇଛନ୍ତି। ଜୟନାରାୟଣଙ୍କୁ ହୁଇସିଲ ମାରିବାକୁ ଆହ୍ବାନ କରିଛନ୍ତି ଗଣେଶ୍ବର।
ହୁଇସିଲ ମାରିଲେ ବିଜେଡି ଭାଙ୍ଗିଯିବ ବୋଲି  ଜୟନାରାୟଣ କହିଛନ୍ତି। ହୁଇସିଲ ମାରି ଥରେ ଦେଖନ୍ତୁ, ଅବାସ୍ତବ କଥା କହୁଛନ୍ତି ଜୟ, ଆଗକୁ ବିଜେଡି ସଂଗଠନ ହୋଇ ପୁଣି ଫେରିବ ବୋଲି ମଧ୍ୟ ଗଣେଶ୍ୱର କହିଛନ୍ତି।
ଅନ୍ୟପକ୍ଷେ ଗଣେଶ୍ବର କଂଗ୍ରେସ ଛାଡ଼ି ବିଜେଡିକୁ ଆସିଛନ୍ତି, ଶବ୍ଦ ଅଧିକ କରୁଛନ୍ତି, ବିଜେଡି ଆଉ ନାହିଁ, ହୁଇସିଲ ମାରିଲେ ଭାଙ୍ଗିଯିବ। ଏବେ ଚାହୁଁନାହୁଁ ଜୟ କହିଛନ୍ତି।
Dharitri – Odisha’s No.1 Odia Daily

Share