ଭୁବନେଶ୍ୱର,୨୯।୮: କାଳ ହେଲା ଗଣେଣ ଭସାଣି। ସ୍କୁଲରେ କରିଥିଲେ ଗଣେଶ ପୂଜା । ଆଜି ଗଣେଶଙ୍କୁ ନେଇ ବିସର୍ଜନ କରିବାକୁ ଯାଇ ଆଉ ଫେରିଲେନି ପ୍ରହ୍ଲାଦ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛ ଯାଜପୁର ଜିଲା ପାଣିକୋଇଲି ଥାନା ରଙ୍ଗରଙ୍ଗା ଗାଁରେ। ମୃତକ ହେଲେ ପ୍ରହ୍ଲାଦ ଉଚ୍ଚବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର।