Categories: Video

Fun with Public – Episode 16 | ଫନ୍ ୱିଥ୍ ପବ୍ଲିକ୍‍ – ଏପିସୋଡ୍ ୧୬

In this fresh episode of Fun with Public, Dharitri Live takes you out on a fun ride with the denizens of Bhubaneswar where we ask them to repeat tongue twisters such as ‘Biswala ghara khalare kala balada hale, dhala balada hale’ and ‘pariba badire saru kholu kholu saru baharila’ in quick succession. Let’s watch how many get it right and how others get stumped.

ଓଡ଼ିଆରେ ଆମର ଅନେକ ଢଗଢମାଳି ରହିଛି, ଯେପରିକି ‘ବିଶ୍ବାଳ ଘରେ ଖଳାରେ କଳା ବଳଦ ହଳେ ଧଳା ବଳଦ ହଳେ’ ଓ ‘ପରିଆ ଘର ବାଡିରୁ ସାରୁ ଖୋଳୁ ଖୋଳୁ ଆଳୁ ବାହାରିଲା’। ଚାଲନ୍ତୁ ଦେଖିବା ଆମ ଯୁବପିଢି ଏହାକୁ କେତେ ସହଜରେ ଆଉ କେତେ ଶିଘ୍ର କହୁଛନ୍ତି ।