Categories: Video

Fun with Public – Episode 10 | ଫନ୍ ୱିଥ୍ ପବ୍ଲିକ୍ – ଏପିସୋଡ୍ ୧୦

Leading daily ‘Dharitri’ takes you on a fun ride with residents of Bhubaneswar, asking them funny questions. The questions this time are: Name a thing that becomes small when stretched; A man went outside in pouring rain, but not a hair of his head got wet. How can that be possible? Enjoy the video and find out if youngsters are able to answer the funny questions.

ଫନ୍ ୱିଥ୍ ପବ୍ଲିକରେ ଏଥର ଆମର ପ୍ରଶ୍ନ, “ଏମିତି କେଉଁ ଜିନିଷ ଅଛି ଯାହାକୁ ଟାଣିଲେ ତାହା ଛୋଟ ହୋଇଯାଏ ଓ ବର୍ଷାରେ ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ଓଦା ହେଉଛି କିନ୍ତୁ ତାଙ୍କ ଚୁଟି ଓଦା ହେଉନି କେମିତି”? ଏହି ପ୍ରଶ୍ନର ଉତ୍ତର ପବ୍ଲିକ୍ କେତେ ଠିକ୍ କହୁଛନ୍ତି ଆସନ୍ତୁ ଶୁଣିବା।