ନିଦରୁ ଉଠିଲାବେଳକୁ କୋଟିପତି, ପୁଣି ଜଣେ ଓଡ଼ିଆ ପୁଅ ଜିତିଲେ ୩କୋଟି ଟଙ୍କା

କାକଟପୁର,୨୦।୪: ରାତାରାତି ବଦଳିଗଲା ଭାଗ୍ୟ। ଅନଲାଇନ ଗେମ୍‌ରେ ମାତ୍ର ୪୯ଟଙ୍କା ଲଗାଇ ଜିତିଲେ ୩କୋଟି ଟଙ୍କା ଓ ମହିନ୍ଦ୍ରା ଥାର୍‌। ଏପରି ପୁଣି ଏକ ଘଟଣା ଦେଖିବାକୁ ମିଳିଛି ପୁଣି ଓଡ଼ିଶାରେ। କାକଟପୁର ବ୍ଲକ୍‌ ଅଧିନ ବାଜପୁର ଗାଁର ମହେନ୍ଦ୍ର ନନ୍ଦି ରାତାରାତି କୋଟିପତି ବନିଛନ୍ତି।

Odisha Youth Wins ₹3 Cr: କାକଟପୁରର ମହେନ୍ଦ୍ର ନନ୍ଦି ଡ୍ରିମ-୧୧ରେ ପଞ୍ଜାବ-ବେଙ୍ଗାଲୁରୁ ମ୍ୟାଚରେ ମାତ୍ର ୪୯ଟଙ୍କା ଲଗାଇଥିଲେ। ଯାହାପରେ ସେ ୩କୋଟି ଟଙ୍କା ଓ ମହିନ୍ଦ୍ରା ଥାର୍‌ ଗାଡି ଜିତିଛନ୍ତି। କହିରଖୁଛୁ କି, ମହେନ୍ଦ୍ର ଜଣେ ନିମ୍ନ ମଧ୍ୟବିତ୍ତ ପରିବାରର। ସେ କାକଟପୁର ବଜାରରେ ଏକ ମୋବାଇଲ ଦୋକାନ କରି ପରିବାର ଚଳାଉଛନ୍ତି।

Odisha Youth Wins ₹3 Cr: ପୂର୍ବରୁ କେନ୍ଦୁଝର ଓ ଯାଜପୁରରୁ ଦୁଇ ଓଡ଼ିଆ ପୁଅ ଅନଲାଇନ ଗେମ୍‌ ଖେଳି ୩କୋଟି ଟଙ୍କା ଜିତିଥିଲେ।

ଅଧିକ ପଢନ୍ତୁ https://www.dharitri.com/rags-to-riches-odia-youth-turns-millionaire-won-3-crore-and-thar-vehicle/

 

 

Share