୨୪ ବିଦେଶୀ ଯୁବତୀ-ମହିଳାଙ୍କୁ ବଳାତ୍କାର କରିଥିଲେ ସିଆଇଏର ପୂର୍ବତନ ଅଧିକାରୀ, ଶୁଟିଂ କରିଥିଲେ ୫୦୦ ଅଶ୍ଳୀଳ ଭିଡିଓ…

ଓ୍ବାଶିଂଟନ,୮।୧୧ : ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏ (ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି) ର ଜଣେ ପୂର୍ବତନ ଅଧିକାରୀ ୨୪ ଜଣ ବିଦେଶୀ ଯୁବତୀ ଏବଂ ମହିଳାଙ୍କୁ ବଳାତ୍କାର କରିଥିବା ଜଣାପଡିଛି। ସେ ମହିଳାମାନଙ୍କୁ ଡ୍ରଗ୍ସ ଦେଇ ବଳାତ୍କାର କରିଥିଲେ। ପୂର୍ବତନ ସିଆଇଏ ଏଜେଣ୍ଟଙ୍କଠାରୁ ୫୦୦ରୁ ଅଧିକ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଜବତ କରାଯାଇଥିଲା। ସେ ନିଜ ଅପରାଧ ସ୍ବୀକାର କରିଛନ୍ତି। ମଙ୍ଗଳବାର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇପାରେ।

କାଲିଫର୍ନିଆର ଲା ମେସାର ବାସିନ୍ଦା ୪୭ ବର୍ଷିୟ ବ୍ରାଏନ ଜେଫ୍ରି ରେମଣ୍ଡ ଜଣେ ପୂର୍ବତନ ସିଆଇଏ ଅଧିକାରୀ। ସେ ଅଗଷ୍ଟ ୨୦୧୮ ରୁ ମେ ୨୦୨୦୨ ପର୍ଯ୍ୟନ୍ତ ମେକ୍ସିକୋ ସିଟିରେ ଥିବା ଆମେରିକୀୟ ଦୂତାବାସରେ କାର୍ଯ୍ୟ କରିଥିଲେ। ଓକିଲମାନେ କହିଛନ୍ତି ୨୦୦୬ ରୁ ୨୦୨୦ ପର୍ଯ୍ୟନ୍ତ ରେମଣ୍ଡ ଏକାଧିକ ମହିଳାଙ୍କୁ ଡ୍ରଗ୍ସ ଦେଇ ଯୌନ ନିର୍ଯାତନା ଦେଇଥିଲେ। ଏହି ସମୟ ମଧ୍ୟରେ ସେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଶୁଟିର୍ଂ କରିଥିଲେ। ଏସବୁ ଫଟୋ ଏବଂ ଭିଡିଓ ମେକ୍ସିକୋ, ପେରୁ ଏବଂ ଅନ୍ୟାନ୍ୟ ଦେଶର ଯୁବତର ତଥା ମହିଳାଙ୍କର।

ରେମଣ୍ଡଙ୍କୁ ୨୦୨୦ରେ ମେକ୍ସିକୋ ସିଟିରେ ଗିରଫ କରାଯାଇଥିଲା ଯେଉଁଠାରେ ସେ ରହିଥିଲେ। ସେତେବେଳେ ଜଣେ ଉଲଗ୍ନ ମହିଳା ରେମଣ୍ଡଙ୍କର ବାଲକୋନିରୁ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ। ଯେତେବେଳେ ପଡୋଶୀମାନେ ପୋଲିସକୁ ଡାକିଲେ, ଘଟଣା ସାମ୍ନାକୁ ଆସିଲା। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ରେମଣ୍ଡଙ୍କୁ ଆଜୀବନ ନଜରରେ ରଖାଯିବ। ତାଙ୍କୁ ପୀଡିତାଙ୍କୁ କ୍ଷତିପୂରଣ ମଧ୍ୟ ଦେବାକୁ ପଡିବ।

ଯାଞ୍ଚୁ ବେଳେ ଏଫବିଆଇ ଯଥା ସମ୍ଭବ ଅଧିକ ପୀଡ଼ିତାଙ୍କ ପାଖରେ ପହଞ୍ଚିବା ପାଇଁ ଏକ ୱେବସାଇଟ ମଧ୍ୟ ତିଆରି କରିଥିଲା। ଏହି ଅବଧିରେ, ବହୁ ମହିଳା ଆଗକୁ ଆସି ସେମାନଙ୍କ ସହ ଘଟିଥିବା ଯୌନ ଶୋଷଣ ବିଷୟରେ ପ୍ରକାଶ କରିଥିଲେ ।

ଏହାର ପୂର୍ବତନ ଏଜେଣ୍ଟ ରେମଣ୍ଡଙ୍କ ଅପରାଧକୁ ସିଆଇଏ ନିନ୍ଦା କରିଛି। ସିଆଇଏ କହିଛି ଆମେ ଯୌନ ଉତ୍ପୀଡ଼ନ ଅଭିଯୋଗକୁ ଗୁରୁତର ସହ ନେଇଛୁ।

 


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri