ରାମାୟଣ’ର ଲକ୍ଷଣଙ୍କୁ ନୂଆ ଲୁକ୍‌ ଦେଲେ ପ୍ରଶଂସକ

କରୋନା ଲକ୍‌ଡାଉନ୍‌ ଯୋଗୁ ରାମାନନ୍ଦ ସାଗରଙ୍କ ପୌରାଣିକ ଧାରାବାହିକ ‘ରାମାୟଣ’ ଏବେ ପୁଣିଥରେ ଟିଭିରେ ପ୍ରସାରିତ ହେଉଛି। ଏହା ଦ୍ୱାରା ପ୍ରଶଂସକଙ୍କ ସୃତି ପୁଣିଥରେ ଉଜ୍ଜୀବିତ ହୋଇଯାଇଛି। ରାମାୟଣର ଲକ୍ଷଣ ଅର୍ଥାତ୍‌ ସୁନୀଲ ଲହଟୀ ଟୁଇଟରରେ ଖୁବ୍‌ ସକ୍ରିୟ। ସେ ପ୍ରତିଦିନ ପ୍ରଶଂସକଙ୍କୁ ନୂଆ କାହାଣୀ ଶୁଣାଇଥାନ୍ତି। ବର୍ତ୍ତମାନ ସୁନୀଙ୍କ ପ୍ରଶଂସକ ତାଙ୍କୁ ଏକ ନୂଆ ଲୁକ୍‌ ଦେଇଛନ୍ତି। ଯାହାକୁ ସୁନୀଲ ପସନ୍ଦ ମଧ୍ୟ କରିଛନ୍ତି। ପ୍ରଶଂସକମାନେ ତାଙ୍କର ଏକ ପୁରୁଣା ପଟୋକୁ ଫେସ୍‌ଆପ୍‌ ସାହାଯ୍ୟରେ ଝିଅରେ ପରିଣତ କରିଛନ୍ତି। ଏଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ନିଜେ ସୁନୀଲ ଏହି ଫଟୋକୁ ଶେୟାର କରି ଉକ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ବିବାହ ବାର୍ଷିକୀ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତିରେ ଅଛନ୍ତି ନିକ୍‌

ମୁମ୍ବାଇ: ବଲିଉଡ୍‌ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଆମେରିକାନ୍‌ ସିଙ୍ଗର ନିକ୍‌ ଜୋନସ୍‌ ଏବର୍ଷ ପାଳନ କରିବେ ତାଙ୍କର ପ୍ରଥମ ବିବାହ ବାର୍ଷିକୀ। ଏଥିପାଇଁ ଏହି...

କ୍ୟାନସର ପୀଡିତ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଏମିତି ମେସେଜ୍‌ ଦେଲେ କ୍ରିକେଟର

ଅଭିନେତା ସଞ୍ଜୟ ଦତ୍ତ କ୍ୟାନ୍‌ସରରେ ପୀଡିତ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି ଶୁଭଚିନ୍ତକ। ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ କଳାକାର...

କାହାନୀ ଘର ଘର କି ଫେମ୍‌ ଅଭିନେତାଙ୍କ ଆତ୍ମହତ୍ୟା

ମୁମ୍ବାଇ,୬।୮: ଦେଶରେ କରୋନା ସଙ୍କଟ ମଧ୍ୟରେ ବଲିଉଡ୍‌ ଓ ଛୋଟ ପରଦାର ସେଲିବ୍ରିଟିଙ୍କ ଆତ୍ମହତ୍ୟା ଜାରି ରହିଛି। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପ୍ରଶଂସକଙ୍କ...

ସାହୋ: ରିଲିଜ୍‌ ହେଲା ‘ଇନି ସୋନି’ର ଟିଜର୍‌

ମୁମ୍ବାଇ: ଶ୍ରଦ୍ଧା କପୁର ଓ ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ସାହୋ’ର ରୋମାଣ୍ଟିକ୍‌ ଟ୍ରାକ୍‌ ‘ଇନି ସୋନି’ ଗୀତର ଟିଜର୍‌ ହୋଇଛି। ନିକଟରେ ଏହାର ପୋଷ୍ଟର ରିଲିଜ୍‌...

‘ଇର୍ଫାନ ଖାନ୍‌ଙ୍କ ପାଇଁ ଆମେ ବର୍ଷେ ଅପେକ୍ଷା କରିଥିଲୁ’

ବଲିଉଡ ଭର୍ସାଟାଇଲ ଆକ୍ଟର ଇର୍ଫାନ ଖାନଙ୍କ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ’କୁ ନେଇ ଚର୍ଚ୍ଚା ଚାଲିଛି। ଫିଲ୍ମର ଟ୍ରେଲର୍‌ ରିଲିଜ ହୋଇଛି। ପ୍ରଶଂସକ ତାଙ୍କ ପସନ୍ଦର ଅଭିନେତାଙ୍କୁ...

ମାଆ ହେବାକୁ ଚାହାନ୍ତିନି ଏହି ଅଭିନେତ୍ରୀ

ଛୋଟପରଦାରେ ‘ଚନ୍ଦ୍ରମୁଖୀ ଚୌଟାଲା’ ନାମରେ ପରିଚିତ ଅଭିନେତ୍ରୀ କବିତା କୌଶିକ୍‌ ବିବାହ କରିଥିଲେ ମଧ୍ୟ କେବେ ମାଆ ହେବାକୁ ଚାହାନ୍ତିନି। ୨୦୧୭ରେ ରୋନିତ୍‌ ବିଶ୍ୱାସଙ୍କୁ ବିବାହ...

ଇର୍‌ଫାନ୍‌ଙ୍କ ଇମୋଶନାଲ୍‌ ପୋଷ୍ଟ

ମୁମ୍ବାଇ: ଅନେକ ଦିନ ହେଲାଣି ବଲିଉଡ୍‌ ଭର୍ସାଟାଇଲ୍‌ ଆକ୍ଟର ଇର୍‌ଫାନ ଖାନ୍‌ଙ୍କ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ୍‌’କୁ ନେଇ ଚର୍ଚ୍ଚା ଚାଲିଛି। ଫିଲ୍ମର ପ୍ରଥମ ଲୁକ୍‌ ରିଲିଜ୍‌...

ନେହା ଶେୟାର କଲେ ‘ଜିନ୍‌ କେ ଲିୟେ’ଗୀତର ଫଟୋ, ମତୁଆଲା ହେଲେ ପ୍ରଶଂସକ

ମୁମ୍ବାଇ: ପ୍ଲେବ୍ୟାକ୍‌ ସିଙ୍ଗର ନେହା କକ୍କର ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଏକ ହିଟ୍‌ ମ୍ୟୁଜିକ୍‌ ଭିଡିଓ ‘ଜିନ୍‌ କେ ଲିୟେ’ର କିଛି ଆଖି ଲାଖିଯିବା ଭଳି ଫଟୋ...

Coronavirus Update


Archives

Model This Week

Why Dharitri