Categories: Video

Famous breakfast joints of Bhubaneswar | ରାଜଧାନୀର ପ୍ରସିଦ୍ଧ ବ୍ରେକଫାଷ୍ଟ ଷ୍ଟଲ୍

Food makes the world go round for many. Irrespective of where you are a native of Bhubaneswar or new to the town, curiosity to discover better food joints never fades away. We have made life easy for you by compiling this list of famous breakfast stalls where food will gratify your taste-buds without pinching a hole in your pocket. ଜାଣିଛନ୍ତି କି ଭୁବନେଶ୍ବରରେ ସକାଳର ଜଳଖିଆ କେଉଁଠି ଭଲ ମିଳିଥାଏ। ଆମେ ଏଭଳି କିଛି ପ୍ରସିଦ୍ଧ ଜଳଖିଆ ଦୋକାନରେ ପହଞ୍ଚିଥିଲୁ ଯେଉଁଠି ଖୁବ୍ କମ୍ ଖର୍ଚ୍ଚରେ ସ୍ବାଦିଷ୍ଟ ଜଳଖିଆ ମିଳୁଛି। ଆପଣ ବି ଜାଣିବାକୁ ଚାହୁଁଛନ୍ତି କି, ତେବେ ଦେଖନ୍ତୁ ଏହି ଏପିସୋଡ୍।