Categories: Video

Exclusive interview with Pramod Bhagat | ପ୍ରମୋଦ ଭଗତଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

Para badminton world champion Pramod Bhagat recently brought laurels for the state and the country by winning two golds in China. The ace shuttler also recently became the first in the state in his category to win Arjuna Award. Bhagat continues his solid grip at the top of the world ranking. In this exclusive interview, he tells us about his journey and success. Do watch.

ଓଡିଶାର ଗୋଲଡେନ୍ ବୟ ପ୍ରମୋଦ ଭଗତ ନିକଟରେ ଚୀନ୍ ରେ ଡବଲ ସ୍ବର୍ଣ୍ଣ ପଦକ ହାସଲ କରିବା ସହ ଓଡିଶା ପାଇଁ ଗର୍ବ ଆଣି ଦେଇଛନ୍ତି। ଏହା ପୂର୍ବରୁ ରାଜ୍ୟର ପ୍ରଥମ ପାରା ବ୍ୟାଡମିଣ୍ଟନ କ୍ରୀଡାବିତ୍ ଭାବେ ପ୍ରମୋଦ ଅର୍ଜୁନ ପୁରସ୍କାର ପାଇଥିଲେ। ଏବେ ସେ ବିଶ୍ବ ମାନ୍ୟତା ତାଲିକାରେ ୧ ନମ୍ବର ସ୍ଥାନରେ ରହିଛନ୍ତି। ତେବେ କେମିତି ଥିଲା ତାଙ୍କର ଏହି ସଫଳତା, ଦେଖନ୍ତୁ ଏହି ଭିଡିଓରେ…