ବଲିଉଡ୍‌ ଅଭିନେତ୍ରୀଙ୍କଠାରୁ ବେଶି ଚମକନ୍ତି ଟେଲି ପରଦାର ଏସବୁ ନାୟିକା

ଛୋଟ ପରଦା ଓ ବଲିଉଡ୍‌ ମଧ୍ୟରେ ଅନେକ ଫରକ୍‌ । ଅନେକ ଚଳଚ୍ଚିତ୍ର ଅଭିନେତା ଛୋଟ ପରଦାରେ କାମ କରିବାକୁ ପସନ୍ଦ କରନ୍ତି ନାହିଁ। ତେବେ କନ୍‌ ବନେଗା କୋରୋଡ ପତି ଶୋ’ର ଲୋକପ୍ରିୟତା ପରେ ଅନେକ ଜଣାଶୁଣା କଳାକାର ସ୍ବତଃ ପ୍ରବୃତ୍ତ ଭାବରେ ଛୋଟପରଦାରେ ନଜର ଆସିଲେ। ବର୍ତ୍ତମାନ ସମୟରେ ଯେଉଁଠାରେ ଅନେକ ଛୋଟପରଦା କଳାକାରଙ୍କ ଲୋକପ୍ରିୟତା ବଲିଉଡ ତାରକାଙ୍କଠାରୁ କମ ନୁହେଁ। ଜାଣନ୍ତୁ ସେହି ସବୁ ପ୍ରସିଦ୍ଧ ଅଭିନେତ୍ରୀଙ୍କ ସମ୍ପର୍କରେ…

ହିନା ଖାଁ
ବିଗ ବସ୍‌ ୧୧ ଫାଇନାଲିଷ୍ଟ ହିନା ଖାଁ ସିରିୟଲ ”ୟେ ରିସ୍ତା କ୍ୟା କେହଲତା ହୈ“ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏଥିରେ ତାଙ୍କ ଚରିତ୍ରର ନାମ ଅକ୍ସରା ଥିଲା। ଏହି ଶୋ ହିଟ ଲିଷ୍ଟରେ ଥିଲା। ପରେ ତାଙ୍କ ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇଥିଲା। ହିନା ତାଙ୍କ ଭାବମୂର୍ତ୍ତିକୁ ବଜାୟ ପାଇଁ ବିଗବସରେ ପହଞ୍ଚିଛନ୍ତି। ପରେ ସେ ୱେବ ସିରିଜ ସହିତ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି।

ଦିବ୍ୟଙ୍କା ତ୍ରିପାଠୀ
ଛୋଟ ପରଦାର ଦାମୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିବ୍ୟଙ୍କା ତ୍ରିପାଠୀ ଅନ୍ୟତମ। ୟେ ହୈ ମହୋବତେ ସିରିଏଲରେ ଦିବ୍ୟଙ୍କା ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଏଥିରେ ତାଙ୍କ ଚରିତ୍ରର ନାମ ଥିଲା ଇଶିତା।

 

ଜେନିଫର୍‌ ୱିଙ୍ଗେଟ୍‌
ଶିଶୁ କଳାକାର ଭାବରେ ଡେବ୍ୟୁ କରିଥିବା ଜେନିଫର୍‌, ଛୋଟ ପରଦାର ଏକ ପରିଚିତ ଚେହେରା। ସେ ସିରିଏଲ ବେହଦ୍‌ରେ ମାୟା ଭୂମିକାରେ ଅଭିନୟ କରିଥିଲେ। ଏହି ସିରିଏଲରେ ଦର୍ଶକ ତାଙ୍କୁ ବହୁତ ପସନ୍ଦ କରିଥିଲେ। ଏହା ବ୍ୟତୀତ ଜେନିଫର୍‌ ସରସ୍ବତୀଚନ୍ଦ୍ର, ଦିଲ୍‌ ମିଲ୍‌ ଗଏ, କେହେନା ତୋ ହୋଗା ଏବଂ କୁସୁମ ପରି ଅନେକ ଲୋକପ୍ରିୟ ସିରିଏଲରେ ଅଭିନୟ କରିଥିଲେ।

ମୌନି ରୟ
ମୌନି ରୟ ଛୋଟପରଦା ପରେ ଚଳଚ୍ଚିତ୍ରରେ ବ୍ୟସ୍ତ ଅଛନ୍ତି। ମୌନି ନାଗିନରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ।ଏହାପୂର୍ବରୁ ମୌନିଙ୍କୁ ଅନେକ ସିରିଏଲ୍‌ରେ ଦେଖିବାକୁ ମିଳିଥିଲା। ସେ ବାସ୍ତବ ଜୀବନରେ ନିଜର ଫ୍ୟାଶନ ପାଇଁ ଜଣାଶୁଣା । ସେ ମଧ୍ୟ ବହୁତ ଭଲ ନୃତ୍ୟଶିଳ୍ପୀ।


Enter your email to get our daily news in your inbox.

All Right Reserved By Dharitri.Com

ତେଲଙ୍ଗାନାରେ ବର୍ବରତାର ସୀମାପାର୍, ଅଙ୍ଗନୱାଡି ଶିକ୍ଷୟିତ୍ରୀଙ୍କୁ ଗଛରେ ବାନ୍ଧି….

ହାଇଦ୍ରାବାଦ,୯।୪: ତେଲଙ୍ଗାନା ସଙ୍ଗାରେଡ୍ଡି ଜିଲାର କାଙ୍ଗଟି ମଣ୍ଡଳରେ ଅବସ୍ଥିତ ରାସୋଲ ଗାଁରୁ ଅମାନବୀୟ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।…

ସତ ହେଲା ଭାରତର କଥା: ଇରାନ ଯୁଦ୍ଧରେ ଦଲାଲ ବାହାରିଲା ପାକିସ୍ତାନ!

ଓ୍ବାଶିଂଟନ୍‌,୯।୪: ପାକିସ୍ତାନ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ନିଜକୁ ଏକ ଶାନ୍ତି ଦୂତ ଭାବରେ ଉପସ୍ଥାପନ କରୁଛି। ଏହା ଶାନ୍ତି ଆଲୋଚନା ଆୟୋଜନ କରିବା…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

ପାକିସ୍ତାନର ଗୁମର ଖୋଲିଦେଲେ ଇସ୍ରାଏଲ ରାଷ୍ଟ୍ରଦୂତ: ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୯।୪: ଦୁଇ ସପ୍ତାହର ଅସ୍ତ୍ରବିରତି ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ପାକିସ୍ତାନ ସଂଘର୍ଷ ବନ୍ଦ କରିବାର ଶ୍ରେୟ ଦାବି କରୁଛି। ଏହି…

ଟଳିନି ବିପଦ: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡିକୁ ବଡ଼ ଚେତାବନୀ ଦେଲା ଇରାନ

ତେହରାନ୍‌,୯।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକ ପାଇଁ ନୂତନ ନାଭିଗେଶନ ପରାମର୍ଶ ଜାରି କରିଛି, ଖଣି ବିପଦକୁ ଦୃଷ୍ଟିରେ ରଖି, ଜାହାଜଗୁଡ଼ିକୁ ବିକଳ୍ପ…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

୧୧ ଯାଏ କୁଆପଥର ବର୍ଷା: ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର,୯ା୪(ଅନୁରାଧା ମହାରଣା) – କଟକ, ନୟାଗଡ଼, ଖୋର୍ଦ୍ଧା ସମେତ ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା। ୫୦ରୁ ୬୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri