ସମ୍ପାଦକୀୟ

ମହାମାରୀ ସମୟରେ ‘ଦରିଦ୍ରର ସଞ୍ଚୟ’

ଡ. ଅମରେନ୍ଦ୍ର ଦାସ ବିପତ୍ତି ସମୟରେ ଆର୍ଥିକ ପରିଚାଳନା ଅତ୍ୟନ୍ତ ଜଟିଳ ହୋଇପଡ଼ି ଥାଏ। କରୋନା ମହାମାରୀ ଭଳି ବିଶ୍ୱ ବିପତ୍ତି ସମୟରେ ଆର୍ଥିକ ପରିଚାଳନା ଆହୁରି…

6 years ago

ପେନ୍‌ସନ ପ୍ରଦାନରେ ଅସଙ୍ଗତି ଓ ସରକାରଙ୍କ କ୍ଷତି

ହରିଶଙ୍କର ମିଶ୍ର ୨୦୦୫ ମସିହା ଓ ପରେ ନିଯୁକ୍ତ ସରକାରୀ କର୍ମଚାରୀଙ୍କ ପାଇଁ ନୂତନ ପେନ୍‌ସନ ନୀତି ହୋଇଥିଲେ ହେଁ ଏବେ ରାଜ୍ୟରେ ପୂର୍ବ ପ୍ରଚଳିତ ନିୟମରେ…

6 years ago

ଏଇ ଭାରତରେ

କିଛି ହରାଇବା ପରେ ଖୁବ୍‌ କମ ଲୋକ ତା’ର ଗୁରୁତ୍ୱ ଉପଲବ୍ଧି କରିଥାନ୍ତି ଯାହା କରୁଛନ୍ତି କେରଳର ଏର୍ନାକୁଲମ ଜିଲାର ରାଜକୁମାର ଏମ୍‌। ସେ ୨୮ ବର୍ଷ…

6 years ago

ଉଡ଼ାଣ ପୁଣି ବନ୍ଦ

ଆକାର ପଟେଲ ଚଳିତ ସପ୍ତାହରେ ହଂକଂ ଏୟାର ଇଣ୍ଡିଆ ଉଡାଣକୁ ପୁଣି ବନ୍ଦ କରିଛି। ସେଠାରେ ଓହ୍ଲାଇଥିବା ଭାରତୀୟମାନଙ୍କଠାରେ କୋଭିଡ୍‌ ପଜିଟିଭ୍‌ ମିଳିବା ପରେ ହଂକଂ ଏହି…

6 years ago

ଅସାମାନ୍ୟଙ୍କ ସମ୍ପର୍କରେ

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ସାମାନ୍ୟଙ୍କ ଦୁନିଆରେ ଏମାନେ ଅସାମାନ୍ୟ। ସାଧାରଣଙ୍କ ଭିଡ଼ ଭିତରେ ଏମାନେ ଅସାଧାରଣ। ଏ ସମାଜରେ ସଚରାଚର ଆତଯାତ ହେଉଥିବା ମଣିଷଙ୍କ…

6 years ago

ଶୁଗି ସ୍ରଷ୍ଟା

ସ୍ରଷ୍ଟା ଅହରହ ସୃଷ୍ଟିଟିଏ ଲାଗି ଲଢ଼ୁଥାଏ। ଲେଖକ ହୋଇଥିଲେ ଚରିତ୍ର, ସ୍ଥିତି ଓ ଶବ୍ଦଗୁଡ଼ିକ ତା’ ମୁଣ୍ଡରେ ଲହରି ପିଟୁଥାଆନ୍ତି। କିନ୍ତୁ ସେ ତା’ ଇପ୍ସିତ ଲକ୍ଷ୍ୟ…

6 years ago

ଏଇ ଭାରତରେ

ଦୁଇ ସନ୍ତାନର ମା’ ନିଜର ପ୍ରଚେଷ୍ଟାରେ ୫୦ରୁ ଊର୍ଦ୍ଧ୍ୱ ଦୁର୍ଗମ ଗାଁକୁ ଆଲୋକିତ କରିବା କିଛି କମ୍‌ କଥା ନୁହେଁ। ଲଦାଖର ମରଖା ଭ୍ୟାଲି ଅନ୍ତର୍ଗତ ସମୁଡା…

6 years ago

ଗଡ଼କରୀ କାହିଁକି ରାଗିଛନ୍ତି

ଭାରତର ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ମୁଖ୍ୟାଳୟ ନିର୍ମାଣରେ ବିଳମ୍ବ ହୋଇଥିବା ଯୋଗୁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ନିକଟରେ ଏନ୍‌ଏଚ୍‌ଏଆଇ ଅଧିକାରୀମାନଙ୍କୁ…

6 years ago

ବଞ୍ଚିବା ମୋର ଅଧିକାର

ମୀରା ବେଉରା ଯଦି କୁକୁରଟିଏ ମଣିଷକୁ କାମୁଡ଼େ, ତେବେ କିଛିଦିନ ଚିକିତ୍ସା ପରେ ମଣିଷ ବିଷମୁକ୍ତ ହୋଇଯାଏ। ଯଦି ବିଷଧର ସର୍ପଟିଏ ବା ବିଛାଟିଏ ମଣିଷକୁ ଦଂଶନ…

6 years ago

ଆର୍ଥତ୍କ ଅଭିବୃଦ୍ଧିରେ ମତ୍ସ୍ୟ ସମ୍ପଦ

ପ୍ରକାଶ ତ୍ରିପାଠୀ ବିଶ୍ୱ ମତ୍ସ୍ୟ ଦିବସ ପ୍ରତିବର୍ଷ ନଭେମ୍ବର ୨୧ ତାରିଖରେ ପାଳନ କରାଯାଏ। ମତ୍ସ୍ୟ ଚାଷୀ, ମତ୍ସ୍ୟଜୀବୀ, ମତ୍ସ୍ୟ ବ୍ୟବସାୟୀ ଓ ମାଛ ସହ ପ୍ରତ୍ୟକ୍ଷ…

6 years ago