ଆପଣଙ୍କ ପାଖରେ ଅଛି କି ଏହି ୧୦ ଟଙ୍କିଆ ପୁରୁଣା ନୋଟ୍‌: ହେବେ ମାଲାମାଲ, କରିବାକୁ ପଡ଼ିବ ଏଭଳି

ନୂଆଦିଲ୍ଲୀ,୨।୧୨: ଆଜିକାଲି ସବୁ ସ୍ଥାନରେ ନୂଆ ନୋଟ ମିଳୁଛି, କିନ୍ତୁ ପୁରୁଣା ନୋଟ ବଜାରରୁ ଅଦୃଶ୍ୟ ହୋଇଯାଉଛି। ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ପୁରୁଣା ସହିତ ୧୦ ଟଙ୍କା ନୋଟ ଅଛି, ତେବେ ଆପଣ ରୋଜଗାର କରିପାରିବେ। ୧୦ ଟଙ୍କିଆ ନୋଟ ଯାହା ବିଷୟରେ ଆମେ କହୁଛୁ ବହୁ ବର୍ଷ ପୂର୍ବେ ଭାରତରେ ଚାଲୁଥିଲା। ଯଦି ଆପଣଙ୍କର ମଧ୍ୟ ଏହି ୧୦ ଟଙ୍କିଆ ନୋଟ ଅଛି, ତେବେ ଆପଣ ଭଲ ଟଙ୍କା ରୋଜଗାର କରିପାରିବେ। ଗୋଟିଏ ନୋଟ ବଦଳରେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ସ୍ଥାନକୁ ଯିବା ପଡ଼ିବ ନାହିଁ। ତେବେ କେଉଁ ନୋଟ ଆବଶ୍ୟକ ଏବଂ କିପରି ଟଙ୍କା ରୋଜଗାର କରିପାରିବେ ଜାଣନ୍ତୁ

୧୦ ଟଙ୍କିଆ ନୋଟ ଦେଖିବାକୁ କିପରି ହେବା ଉଚିତ-
ଏହି ପ୍ରକାରର ଦଶ ଟଙ୍କିଆ ନୋଟ ବହୁ ବର୍ଷ ପୂର୍ବେ ଚାଲୁଥିଲା ଏହି ନୋଟରେ ଅଶୋକଙ୍କ ସ୍ତମ୍ଭ ତିଆରି ଥିବା ଆବଶ୍ୟକ। ୧୯୪୩ ରେ ବ୍ରିଟିଶ ଶାସନ ଅମଳରେ ଏହା ଜାରି କରାଯାଇଥିଲା। ଏହି ନୋଟ ଭାରତୀୟ ସି ଡି ଦେଶମୁଖଙ୍କ ଦ୍ୱାରା ସ୍ବାକ୍ଷରିତ ହୋଇଥିଲା। ୧୦ ଟଙ୍କାର ଏହି ପୁରୁଣା ନୋଟରେ ଗୋଟିଏ ପାର୍ଶ୍ୱରେ ଅଶୋକ ସ୍ତମ୍ଭ ଏବଂ ଅନ୍ୟ ପଟେ ଗୋଟିଏ ଡଙ୍ଗା ଅଛ। ଅପରପକ୍ଷେ ଏହି ନୋଟର ଉଭୟ ପାର୍ଶ୍ୱରେ ୧୦ ଟଙ୍କା ଇଂରାଜୀରେ ଲେଖାଯାଇଛି। ତେବେ ଆଜିର ସମୟରେ ଏହି ନୋଟ ଖୋଜିବା ବହୁତ କଷ୍ଟକର। ଗୋଟିଏ ଏଭଳି ନୋଟ ପାଇଁ ଆପଣ ୨୦-୨୫ ହଜାର ଟଙ୍କା ପାଇପାରିବେ। ଆପଣ ଏହି ନୋଟ୍‌କୁ ଘରେ ଅନଲାଇନରେ ବିକ୍ରି କରିପାରିବେ ।

ଏହି ନୋଟ ଗୁଡିକ କେଉଁଠାରେ ବିକ୍ରି କରିପାରିବେ:
ଇଣ୍ଡିଆ ମାର୍ଟ, ଶପ୍‌ କ୍ଲୁଜ ଏବଂ ମରୁଧର ଆଟର୍‌ସରେ ଭଲ ମୂଲ୍ୟରେ ବିକ୍ରି ହୋଇପାରିବ। ଏହି ପ୍ଲାଟଫର୍ମଗୁଡିକରେ ଆପଣ ଏହି ନୋଟ ପାଇଁ ଅଧିକ ଟଙ୍କା ପାଇବେ। ଏହି କମ୍ପାନୀର ସାଇଟ୍‌ ପରିଦର୍ଶନ କରି ଆପଣ ଏହି ନୋଟ ବିକ୍ରି କରିପାରିବେ। ଏହାର ପ୍ରତିବଦଳରେ ଆପଣ ୨୫ ହଜାର ଟଙ୍କା ପାଇବେ।

 


Enter your email to get our daily news in your inbox.

All Right Reserved By Dharitri.Com

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri