Categories: Video

Dream Girl – Preview Of The Film | ଡ୍ରିମ୍ ଗର୍ଲ – ପ୍ରିଭିୟୁ ଅଫ୍ ଦ ଫିଲ୍ମ

The trailer of Ayushmann Khurrana and Nusrat Barucha’s ‘Dream Girl’ was loved by fans. As the movie is all set to release this Friday, fans cannot wait to see Ayushmann in a new character. All the songs have become a rage after release and the movie might follow suit.

ଫ୍ରାଇଡେରେ ରିଲିଜ ହେବାକୁ ଯାଉଛି କମେଡି ଡ୍ରାମା ଫିଲ୍ମ ଡ୍ରିମ୍ ଗର୍ଲ । ଆୟୁଷ୍ମାନ ଖୁରାନା ମୁଖ୍ୟ ଭୂମିକାରେ ଥିବାବେଳେ ନୁସରତ ଭରୁଚା ତାଙ୍କ ବିପକ୍ଷରେ ଅଛନ୍ତି । ଅନୁ କପୁରଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ପାଇବେ ଦର୍ଶକ। ରିଲିଜ ପୂର୍ବରୁ ସବୁଗୀତ ହିଟ ହୋଇସାରିଥିବା ବେଳେ ଫିଲ୍ମଟି ବକ୍ସଅଫିସରେ ହିଟ ହେବ ବୋଲି ପୂରାଟିମ୍ ଆଶା ରଖିଛି ।