ବେଡ୍‌ରୁମ୍‌ ରଙ୍ଗ କରିଛନ୍ତି କି ଏପରି ତେବେ ଜାଣି ରଖନ୍ତୁ….

ବାସ୍ତୁଶାସ୍ତ୍ର ଅନୁଯାୟୀ, ବେଡ୍‌ରୁମ୍‌ର ରଙ୍ଗ ବି ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ଓ ମାନସିକତା ଉପରେ ଅନେକ ପ୍ରଭାବ ପକାଇଥାଏ। ଯେମିତିକି:
ଧଳା ରଙ୍ଗକୁ ବାସ୍ତୁଶାସ୍ତ୍ରରେ ଶାନ୍ତି ଓ ପବିତ୍ରତାର ପ୍ରତୀକ ବୋଲି କୁହାଯାଏ। ବେଡ୍‌ରୁମ୍‌ର ରଙ୍ଗ ଧଳା ରହିଲେ, ମନ ଭିତରେ ଏକ ସକରାତ୍ମକ ଭାବ ସୃଷ୍ଟି ହୋଇଥାଏ।
ବେଡ୍‌ରୁମ୍‌ର ରଙ୍ଗ ହାଲ୍‌କା ନୀଳ ଥିଲେ, ମନକୁ ବେଶ୍‌ ଶାନ୍ତି ମିଳେ। ବାସ୍ତୁଶାସ୍ତ୍ରରେ, ଏହି ରଙ୍ଗକୁ ସୁଖ ଓ ଆରାମର ପ୍ରତୀକ ବୋଲି କୁହାଯାଏ।
ହାଲ୍‌କା ସବୁଜ ରଙ୍ଗକୁ ବି ବାସ୍ତୁଶାସ୍ତ୍ରରେ ଆରାମଦାୟକ ରଙ୍ଗ ବୋଲି କୁହାଯାଏ। ବୃଦ୍ଧାବୃଦ୍ଧ, ରୋଗଗ୍ରସ୍ତ ବ୍ୟକ୍ତିଙ୍କ ବେଡ୍‌ରୁମ୍‌ରେ ଏହି ରଙ୍ଗ ପ୍ରୟୋଗ କରିବା ଉତ୍ତମ ହୋଇଥାଏ। ଯଦି ବେଡ୍‌ରୁମ୍‌ର ରଙ୍ଗ ସବୁଜ କରିବା ସମ୍ଭବ ହେଉନାହିଁ, ସେ କ୍ଷେତ୍ରରେ ସବୁଜ ରଙ୍ଗର ଫର୍ନିଚର/ଡୋର୍‌ ସ୍କ୍ରିନ୍‌/ଇଣ୍ଡୋର ପ୍ଲାଣ୍ଟ ବି ରଖିପାରିବେ।
ବାସ୍ତୁଶାସ୍ତ୍ରରେ ହଳଦିଆ ରଙ୍ଗକୁ ସନ୍ତୋଷ ତଥା ପ୍ରସନ୍ନତାର ପ୍ରତୀକ ଭାବେ ବିବେଚନା କରାଯାଏ। ପତିପତ୍ନୀଙ୍କ ବେଡ୍‌ରୁମ୍‌ରେ ଏହି ରଙ୍ଗ ଲଗାଇବା ସବୁଠୁ ଉତ୍ତମ ହୋଇଥାଏ।
ବେଡ୍‌ରୁମ୍‌ର ରଙ୍ଗ ହାଲ୍‌କା ଗୋଲାପୀ ରହିଲେ, ରୋମାଣ୍ଟିକ୍‌ ପରିବେଶ ମିଳେ।
ବାସ୍ତୁଶାସ୍ତ୍ର କହେ, ମହତ୍ତ୍ୱାକାଂକ୍ଷୀ ଲୋକଙ୍କ ବେଡ୍‌ରୁମ୍‌ର ଦକ୍ଷିଣ କାନ୍ଥରେ ନାରଙ୍ଗୀ ରଙ୍ଗ ଲାଗିବା ଶୁଭ। ଏହା ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ। କିନ୍ତୁ କ୍ରୋଧୀ ସ୍ବଭାବର ବ୍ୟକ୍ତିଙ୍କ ପାଇଁ ଏହି ରଙ୍ଗ ବାରଣ।
ପିଲାଙ୍କ ବେଡ୍‌ରୁମ୍‌ର ରଙ୍ଗ ଇଣ୍ଡୋଗୋ ରହିବା ଶୁଭ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହା ସେମାନଙ୍କ ଭିତରେ ବୌଦ୍ଧିକ ଓ ଆଧ୍ୟାତ୍ମିକ ଭାବନା ବୃଦ୍ଧି କରେ ବୋଲି ବିଶ୍ୱାସ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri