ଜିଲା ଛାତ୍ର କଂଗ୍ରେସ କମିଟି ଘୋଷଣା

ଢେଙ୍କାନାଳ ଅଫିସ, ୮।୧ ଢେଙ୍କାନାଳ ଛାତ୍ର କଂଗ୍ରେସର ଜିଲା କମିଟି ଘୋଷଣା କରାଯାଇଛି। ଉପସଭାପତି ଭାବେ ଦୁର୍ଗାଦତ୍ତ ମିଶ୍ର, ସିଦ୍ଧାନ୍ତ ମିଶ୍ର, ଶାରଦା ମହାନ୍ତି, ଶୁଭଲକ୍ଷ୍ମୀ ରାଉତ, ଇନ୍ଦ୍ରଜିତ୍‌ ସିଂ, ନୀତୀଶ ବେହେରା, ଅଜିତ୍‌ ସାହୁ, ସାଧାରଣ ସମ୍ପାଦକ ଭାବେ ଡୋନେଶ ମହାପାତ୍ର, ରାହୁଲ୍‌ ସାହୁ, ସଂଗ୍ରାମ ସାହୁ, ରଜତ ନାୟକ, ବାସୁଦେବ ନାୟକ, ଅମ୍ରିତ୍‌ ନନ୍ଦ, ବିଦ୍ୟୁଷ୍‌ ଗୋଚ୍ଛାୟତ, ବିଜ୍ଞାସ୍‌ ପ୍ରଧାନ, ସୁଜିତ୍‌ ମଲ୍ଲିକ, ରୀତେଶ ଜେନା, ଦେବେନ୍ଦ୍ର ମହାନ୍ତି, ଋତୁରାଜ ପରିଡା, ରୋଶନ ମହାପାତ୍ର, ଦେବବ୍ରତ ସାହୁ, ଲୋକନାଥ ହେମ୍ବ୍ରମ୍‌, ଜିତେନ୍ଦ୍ର ସାମଲ,ଅମୂଲ୍ୟ ଚିନ୍ନାରାଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ସମ୍ପାଦକ ଭାବେ ସୌମ୍ୟଜିତ୍‌ ମଲ୍ଲିକ, କାହ୍ନୁଚରଣ ବସନ୍ତରା, ଶୁଭମ୍‌ ବାରିକ୍‌, ସୌମ୍ୟରଞ୍ଜନ ସିଂ, ସୂର୍ଯ୍ୟନାରାୟଣ ସେନାପତି, ସାଗର ବେହେରା, ସୌମ୍ୟରଞ୍ଜନ ପରିଡ଼ା, ଆକାଶ ବେହେରା, ଦେବାଶିଷ ସାହୁ, ସାଜିଦ୍‌ ବେଗ୍‌, ଆଶୁତୋଷ ମହାପାତ୍ର, କରନ୍‌ ପ୍ରତାପ ସିଂ, କାଳିଆ ଦାସ, ଅଭିଜିତ୍‌ ମହାପାତ୍ର, ସତ୍ୟଜିତ୍‌ ନାୟକ, ମନୋରଞ୍ଜନ ଧଳ, ପ୍ରତାପ ମହାନ୍ତି, ପ୍ରତ୍ୟୁଷ ପରିଡା, ସୌମେନ୍ଦ୍ର ନାରାୟଣ, ସତ୍ୟଜିତ୍‌ ବେହେରା, ଜ୍ଞାନରଞ୍ଜନ ବିଶ୍ୱାଳ, ତନ୍ମୟ କୁମାର ପ୍ରଧାନ, ସୁଜିତ୍‌ କୁମାର ନାୟକ, ପ୍ରଜ୍ଞାବ୍ରତ ପରିଡା, ଜ୍ୟୋତିରଞ୍ଜନ ବାରିକ୍‌, ଶ୍ୱାତୀପ୍ରିୟା ସ୍ବାଇଁ, ସେଲିମ୍‌ ବେହେରା, ପ୍ରିୟଙ୍କା ମଲ୍ଲିକ, ସରୋଜ ପଣ୍ଡା, ପ୍ରକାଶ ନାୟକ, ମନୋଜ ସାମଲ, ଦିଲୀପ ସାସ୍‌ମଲ୍‌, ବିମଳ ନାୟକ ଓ ପ୍ରତାପ ସାହୁଙ୍କୁ ଚୟନ କରାଯାଇଛି। ସେହିପରି ସଦର ନିର୍ବାଚନମଣ୍ଡଳୀ ସଭାପତି ଭାବେ କମଲ୍‌ପ୍ରୀତ୍‌ ସିଂ, କାମାକ୍ଷାନଗର ପାଇଁ ଏ.ପି.ଜେ ଅଞ୍ଜଳି, ହିନ୍ଦୋଳ ପାଇଁ ସାରସ୍ବତ ମିଶ୍ର, ପରଜଙ୍ଗ ପାଇଁ ସୌମ୍ୟରଞ୍ଜନ ସେଠ୍‌, ମିଡିଆ ସେଲ୍‌ ଇନ୍‌ଚାର୍ଜ ଭାବେ ସୋହେଲ୍‌ ଆକ୍ରମ୍‌ ଏବଂ ଶୁଚିସ୍ମିତା ସ୍ବାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜାତୀୟ ଛାତ୍ର କଂଗ୍ରେସ ସଭାପତି ନିରଜ କୁନ୍ଦନ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ୍‌ ୟାସିର୍‌ ନୱାଜଙ୍କ ଅନୁମୋଦନ କ୍ରମେ ନୂତନ କର୍ମକର୍ତ୍ତାଙ୍କୁ ଚୟନ କରାଯାଇଥିବା ଜିଲା ଛାତ୍ର କଂଗ୍ରେସ ସଭାପତି ଶୁଭମ୍‌ ଦାଶ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

ରାସ୍ତା ତଳକୁ ଓଲଟିପଡିଲା ବାଲି ବୋଝେଇ ହାଇୱା, ଭିତରେ ଥିଲେ ଡ୍ରାଇଭର, ତା’ପରେ…

ପରଜଙ୍ଗ, ୪।୧୨(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା – ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ରେଳ ଷ୍ଟେଶନ ନିକଟରେ ଗୁରୁବାର...

ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ: ଆଗକୁ ଆହୁରି…

ପରଜଙ୍ଗ,୨।୧୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ପ୍ରଶାସନ ତରଫରୁ ସୋମବାର ବାରିହାପୁର ହାଇସ୍କୁଲ ସମ୍ମୁଖରେ ସରକାରୀ ଜାଗାରେ ଥିବା ଏକ ଢାବା ସହ କେତୋଟି ଦୋକାନ...

୫୫ ଜାତୀୟ ରାଜପଥରେ ସ୍କୁଟିକୁ ଧକ୍କା ଦେଲା ଅଜଣା ଗାଡି, ୩ ଯୁବକ ମୃତ

ଢେଙ୍କାନାଳ,୨୮ା୧୧: ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୫ ର ଗୋବିନ୍ଦପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ...

ଧାନ କାଟୁଥିବାବେଳେ ଚାଷୀଙ୍କୁ କାମୁଡ଼ିଲା ସାପ, ଆଉ ତା’ ପରେ…

ପରଜଙ୍ଗ,୨୭ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମର ଜଣେ ଚାଷୀ ଗୁରୁବାର ବିଲରେ ଧାନ କାଟୁଥିବା ବେଳେ ସାପ କାମୁଡ଼ାରେ...

ପରଜଙ୍ଗ ଅଞ୍ଚଳରେ ମାତିଛନ୍ତି ଡିଜେଲ ଚୋର, ବୋଲେରୋରେ ଆସି ଗାଡ଼ିରୁ କରୁଛନ୍ତି ଚୋରି

ପରଜଙ୍ଗ୨୬।୧୧(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବଜାରରୁ ବାଇପାସ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଚେନ ମେଶିନରୁ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri