Categories: Video

Disorganised marine police makes coastal security porous | ଉପକୂଳ ଅଞ୍ଚଳରେ ସୁରକ୍ଷା ଢିଲା

If the report of the central investigation department is anything to go by, Puri is in the target of terrorists. In order to find out how much our coastal areas are safe and secured, Dharitri Live team recently visited coastal areas off marine beach in the most sensitive Puri district.

କେତେ ସୁରକ୍ଷିତ ରହିଛି ଆମ ଦେଶର ଉପକୂଳବର୍ତ୍ତୀ ଅଞ୍ଚଳ। ଏହାକୁ ଯାଞ୍ଚ କରିବା ପାଇଁ ଧରିତ୍ରୀ ଲାଇଭ୍ ଟିମ୍ ପହଞ୍ଚିଥିଲା ରାଜ୍ୟର ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳ କୁହାଯାଉଥିବା ପୁରୀ ଜିଲ୍ଲା ମେରାଇନ୍ ବିଚ୍ ଉପକୂଳବର୍ତ୍ତୀ ଅଞ୍ଚଳରେ। ଯାହାକି ବିଗତ ଦିନଗୁଡିକରେ ପୁରୀ ଉପରେ ଆକ୍ରମଣ କରିବା ସହ ଆତଙ୍କବାଦୀ ଟାର୍ଗେଟ୍‌‍ରେ ଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି।