ଖୋର୍ଦ୍ଧା ,୨୦।୪: ରାତାରାତି ବଦଳିଗଲା ଭାଗ୍ୟ। ଅନଲାଇନ ଗେମ୍ରେ ମାତ୍ର ୪୯ଟଙ୍କା ଲଗାଇ ଜିତିଲେ ୩କୋଟି ଟଙ୍କା ଓ ମହିନ୍ଦ୍ରା ଥାର। ଏପରି ପୁଣି ଏକ ଘଟଣା ଦେଖିବାକୁ ମିଳିଛି ପୁଣି ଓଡ଼ିଶାରେ। ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ଅଧିନ ଦେଉଳିଆପାଟଣା ଗାଁର ସୌମ୍ୟରଞ୍ଜନ ବେହେରା ରାତାରାତି କୋଟିପତି ବନିଛନ୍ତି। ତାଙ୍କ ବାପା ଜଣେ ମାଛ ବ୍ୟବସାୟୀ ଏବଂ ସୌମ୍ୟ +୩ ଦ୍ୱିିତୀୟ ବର୍ଷ ଛାତ୍ର।
ଆହୁରି ପଢ଼ନ୍ତୁ …https://www.dharitri.com/rags-to-riches-odia-youth-turns-millionaire-won-3-crore-and-thar-vehicle/
Odisha Youth Wins ₹3 Cr: ଜଟଣାୀର ସୌମ୍ୟରଞ୍ଜନ ବେହେରା ଡ୍ରିମ-୧୧ରେ ଚେନ୍ନାଇ-ହାଇଦ୍ରାବାଦ୍ରୁ ମ୍ୟାଚରେ ମାତ୍ର ୪୯ଟଙ୍କା ଲଗାଇଥିଲେ। ଯାହାପରେ ସେ ୩କୋଟି ଟଙ୍କା ଓ ମହିନ୍ଦ୍ରା ଥାର୍ ଗାଡି ଜିତିଛନ୍ତି। କହିରଖୁଛୁ କି, ମହେନ୍ଦ୍ର ଜଣେ ନିମ୍ନ ମଧ୍ୟବିତ୍ତ ପରିବାରର। ତାଙ୍କ ବାପା ମାଛ ବ୍ୟବସରୟ କରି ପରିବାର ଚଳାଉଛନ୍ତି।
ଆହୁରି ପଢ଼ନ୍ତୁ …https://www.dharitri.com/fortune-changed-overnight-another-odia-boy-wins-rs-3-crore-along-with-mahindra-thar/
Odisha Youth Wins ₹3 Cr: ପୂର୍ବରୁ କେନ୍ଦୁଝର, କାକଟପୁର ଓ ଯାଜପୁରରୁ ୩ ଓଡ଼ିଆ ପୁଅ ଅନଲାଇନ ଗେମ ଖେଳି ୩କୋଟି ଟଙ୍କା ଜିତିଥିଲେ।
ତେବେ ସୌମ୍ୟ କହିଛନ୍ତି ଏହି ଟଙ୍କା ଜିତି ସେ ଜାଗା, ଜମି କିଣିବେ ବାପାଙ୍କ ବ୍ୟବସାୟ ବଢ଼ାଇବେ।
Tags:Odia Youth Turns MillionaireOdia Youth Won TharRags To Riches:Thar Vehicle