Categories: Video

Dharitri celebrates 46th birth anniversary । ୪୬ ବର୍ଷରେ ଧରିତ୍ରୀ

Odisha’s leading daily, Dharitri, the heart and soul of ‘true and pure journalism’ celebrated its birth anniversary November 24, on the auspicious occasion of Sidhi Day or the Day of Victory of revolutionary-turned-spiritual leader Sri Aurobindo. Striving for accuracy, quality and style Dharitri continues and will do so always its best to meet the news requirements of readers.

ନଭେମ୍ବର ୨୪ ତାରିଖ ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ପବିତ୍ର ସିଦ୍ଧି ଦିବସ । ଏହି ଅବସରରେ ଧରିତ୍ରୀର ଜନ୍ମ । ୧୯୭୪ ରୁ ଏ ଯାବତ ଧରିତ୍ରୀ ଯାତ୍ରା ପଥରେ ଆଗକୁ ଆଗକୁ ବଢି ୪୬ ବର୍ଷରେ ପଦାର୍ପଣ କରିଛି । ଜନଜୀବନର ସମସ୍ୟାଠାରୁ ଆରମ୍ଭ କରି ସମ ସାମୟିକ ଘଟଣା ପ୍ରବାହର ଟିକିନିକି ଖବରକୁ ଲୋକଙ୍କ ପାଖରେ ପହଞ୍ଚାଇ ସମସ୍ତଙ୍କ ଭଲପାଇବା ସାଉଁଟି ପାରିଛି ଧରିତ୍ରୀ