ପ୍ରଡ୍ୟୁସର ଭାବେ ପ୍ରଥମ ଫିଲ୍ମର ଶୁଟିଂ ଶେଷ କଲେ ମନିଷ ମାଲହୋତ୍ରା

ମୁମ୍ବାଇ: ସବୁଠାରୁ ପପୁଲାର ଡିଜାଇନରଙ୍କ ମଧ୍ୟରୁ ଜଣେ ମନିଷ ମାଲହୋତ୍ରା ସେପ୍ଟେମ୍ବର ୧ରେ ତାଙ୍କ ପ୍ରଡକଶନ ହାଉସ ଷ୍ଟେଜ ୫ ପ୍ରଡକଶନର ଘୋଷଣା କରିଥିଲେ। ସହି ଦିନ ସେ ଆହୁରି ମଧ୍ୟ ଘୋଷଣା କରିଥିଲେ ଯେ ରାଧିକା ଆପତେଙ୍କ ମୁଭି ‘ଟ୍ରେନ ଫ୍ରମ ଛପରୌଲା’ ହେଉଛି ତାଙ୍କ ନୂଆ ପ୍ରଡକ୍ସନ ହାଉସରୁ ନିର୍ମିତ ପ୍ରଥମ ମୁଭି। ଶୁକ୍ରବାର ଅର୍ଥାତ୍‌ ଅକ୍ଟୋବର ୧୩ରେ, ମାଲହୋତ୍ରା ଏକ ପୋଷ୍ଟ ଶେୟାର କରି ତାଙ୍କ ପ୍ରଶଂସକ ଏବଂ ଫଲୋୟର୍ସଙ୍କୁ ସୂଚନା ଦେଇଥିଲେ ଯେ ଫିଲ୍ମର ସୁଟିଂ ଶେଷ ହୋଇଛି, ଏହା ସହିତ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ଏବଂ ସୁଟିଂର ଶେଷ ଉତ୍ସବ ପାଳନ କରୁଥିବା କଳାକାରଙ୍କ ଭିଡିଓ ମଧ୍ୟ ସେୟାର କରିଛନ୍ତି।
କିଛି ସମୟ ପୂର୍ବରୁ ମନୀଷ ମାଲହୋତ୍ରା ତାଙ୍କ ଇନଷ୍ଟାଗ୍ରାମରେ ‘ଟ୍ରେନ ଫ୍ରମ ଛପରୌଲା’ ଫିଲ୍ମର ସୁଟିଂ ଶେଷ ଉତ୍ସବର ଦୁଇଟି ଭିଡିଓ ଶେୟାର କରିଥିଲେ। ପ୍ରଥମ ଭିଡିଓରେ, ଫ୍ୟାଶନ ଡିଜାଇନର୍‌ ପ୍ରଡକ୍ସନ ହାଉସ ଅଧୀନରେ ତାଙ୍କର ପ୍ରଥମ ମୁଭିର ନିର୍ଦ୍ଦେଶନା ଦେଉଥିବା ରାଧିକା ଆପତେଙ୍କୁ ମନୀଷ ଏବଂ ଫିଲ୍ମର ଅନ୍ୟ କ୍ରୁ ସଦସ୍ୟଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳଛି। ଦ୍ୱିତୀୟ ଭିଡିଓରେ ମୁଭିର ଟାଇଟଲକୁ ଦର୍ଶାଇ ଏକ ଚଳନ୍ତା ଟ୍ରେନ ପ୍ରଦର୍ଶିତ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri