Categories: Video

Dabangg 3 – Public Opinion | ସିନେ ଚର୍ଚ୍ଚା: ରିଲିଜ ହୋଇଛି ଦବଙ୍ଗ-୩

Salman Khan’s much-awaited movie Dabangg 3 has finally hit the screens. Directed by Prabhu Deva, the movie also features Sonakshi Sinha, Arbaaz Khan, Sudeep, Mahie Gill and Saiee Manjrekar. The film opened to packed houses in most theatres. While its commercial success is beyond doubt, here is what the audiences have to say about the film.

ଭାଇଜାନ ସଲମାନ ଖାନଙ୍କ ବହୁ ପ୍ରତିକ୍ଷିତ ଦିବଙ୍ଗ-୩ ଫିଲ୍ମ ଆଜି ରିଲିଜ ହୋଇଛି । ଫିଲ୍ମରେ ଲିଡ ରୋଲରେ ନଜର ଆସିଛନ୍ତି ସଲମାନ ଖାନ, ସୋନାକ୍ଷୀ ସିହ୍ନା ଏବଂ ସାଇ ମାଞ୍ଜ୍ରେକର୍ । ରିଲିଜର ପ୍ରଥମ ଦିନରେ ହିଁ ହଲରେ ଫ୍ୟାନଙ୍କ ଭିଡ଼ ଦେଖିବାକୁ ମିଳିଛି । ଫିଲ୍ମକୁ ନେଇ ପବ୍ଲିକଙ୍କ ପ୍ରତିକ୍ରିୟା କଣ ରହିଛି ଦେଖନ୍ତୁ ଏହି ଭିଡ଼ିଓରେ ।