Categories: Video

ସ୍ଥଳଭାଗ ଛୁଇଁବନି ବାତ୍ୟା !

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ଯାହା ଆଜି ଅବପାତର ରୂପ ନେବ । ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଏକ ଆସ୍ୱସ୍ତିକର ଖବର ଆସିଛି । ସ୍ଥଳଭାଗ ଛୁଇଁନପାରେ ସମ୍ଭାବ୍ୟ ବାତ୍ୟା ।