Categories: Video

Cyclone ‘Amphan’ closes in | ଆସୁଛି ବାତ୍ୟା ଅମ୍ଫନ

କରୋନା ବିପତି ପାଇଁ ସାରା ରାଜ୍ୟ ଚିନ୍ତିତ ଥିବା ବେଳେ ଉପକୂଳ ଓଡ଼ିଶା ପାଇଁ ଅନ୍ୟ ଏକ ବିପଦର ଆଶଙ୍କା ସୃଷ୍ଟି କରିଛି ସମ୍ଭାବ୍ୟ ସାମୁଦ୍ରିକ ଝଡ ଅମ୍ଫନ । ଦକ୍ଷିଣ ପୂର୍ବ-ବଙ୍ଗୋପସାଗର ଓ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇ ସାରିଛି ।