Categories: Video

Cuttack dazzles during Durga Puja | କଟକ ପ୍ରସିଦ୍ଧ ଦୁର୍ଗାପୂଜା

Cuttack-the millennium city with a history of more than 1000 years is wearing a dazzling and festive look. The silver filigree decorations (Medha) of Goddess Durga idols have given them a new dimension. The whole city currently is in a festive mood. Like every year, Durga Puja pandals have been developed with myriad themes. Come take a tour of Cuttack with DharitriLive and experience the beauty of the pandals and idols

ଜଗତଜନନୀ ମାଆ ଦୁର୍ଗାଙ୍କ ଆଗମନରେ ଝଲସୁଛି କଟକ ସହର । ବିଭିନ୍ନ ମଣ୍ଡପରେ ଚାନ୍ଦି ଓ ସୁନାମେଢରେ ସୁସଜ୍ଜିତ ହୋଇଛନ୍ତି ମାଆ ଦୁର୍ଗା । ପୂଜା ପାଇଁ ପୁରା କଟକ ସହର ଉତ୍ସବ ମୁଖର ହୋଇଉଠିଛି । କେଉଁ ପୂଜା ମଣ୍ଡପରେ କଣ ରହିଛି ସ୍ବତନ୍ତ୍ରତା ଆସନ୍ତୁ ଜାଣିବା ।