ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର ଥାନାରେ ମାମଲା ପରେ ୫ ଜଣ ଅଟକ, ଅଡି କାର୍‌ ଜବତ ହୋଇଛି।ପୋଷ୍ଟରକୁ ନେଇ ବାଇଁଆ ସମର୍ଥକ ଓ ବିଜେଡି ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଛି।

Dharitri – Odisha’s No.1 Odia Daily

Share
Tags: Ameresh Jena