୫ଜି କନେକ୍ଟେଡ୍‌ ଆମ୍ବୁଲାନ୍ସ ନିର୍ମାଣରେ ସହବନ୍ଧନ

ଭୁବନେଶ୍ୱର,୫।୫: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ୫ଜି କନେକ୍ଟେଡ୍‌ ଆମ୍ବୁଲାନ୍ସ ନିର୍ମାଣ କରିବା ପାଇଁ ଭାରତୀ ଏୟାରଟେଲ, ଆପୋଲୋ ହସ୍ପିଟାଲ୍ସ ଓ ସିସ୍‌କୋ ସହ ଏକ ମିଳିତ ସହଭାଗିତା ହୋଇଛି। ଏଭଳି ଏକ ଅତ୍ୟାଧୁନିକ ପ୍ରଦର୍ଶନକୁ ବେଙ୍ଗାଲୁରୁଠାରେ ଦୂରସଞ୍ଚାର ବିଭାଗ ପକ୍ଷରୁ ଏୟାରଟେଲ୍‌କୁ ଆବଣ୍ଟିତ ୫ଜି ଟ୍ରାଏଲ ସ୍ପେକ୍ଟ୍ରମ ଉପରେ ପରିଚାଳନା କରାଯାଇଥିଲା। ଏହି କଷ୍ଟମ-ଡିଜାଇନ୍‌ଡ ଷ୍ଟେଟ୍‌-ଅଫ୍‌-ଦ-ଆର୍ଟ ୫ଜି କନେକ୍ଟେଡ୍‌ ଆମ୍ବୁଲାନ୍ସରେ ଅତ୍ୟାଧୁନିକ ମେଡିକାଲ ଉପକରଣ ସାଙ୍ଗକୁ ରୋଗୀ ମନିଟରିଂ ଆପ୍ଲିକେଶନ ଓ ଟେଲିମେଟ୍ରି ଡିଭାଇସ୍‌ଗୁଡିକ ଏଥିରେ ସୁସଜ୍ଜିତ ଭାବେ ସଂଯୋଗ ରହିଛି। ଏହା ରୋଗୀର ସ୍ବାସ୍ଥ୍ୟ ଡାଟା ବା ତଥ୍ୟକୁ ବାସ୍ତବ ସମୟରେ ହସ୍ପିଟାଲକୁ ସ୍ଥାନାନ୍ତର କରିଥାଏ। ଏହାବ୍ୟତୀତ ଆମ୍ବୁଲାନ୍ସରେ ଅନ୍‌ବୋର୍ଡ କ୍ୟାମେରା, କ୍ୟାମେରା ଆଧାରିତ ହେଡ୍‌ଗିୟର ଓ ପାରାମେଡିକ୍‌ ଷ୍ଟାଫ୍‌ଙ୍କ ପାଇଁ
ବଡିକ୍ୟାମ୍‌ ମଧ୍ୟ ଉପଲବ୍ଧ ରହିଛି। ଆମ୍ବୁଲାନ୍ସର ସମସ୍ତ ଅଲ୍‌ଟ୍ରା-ଫାଷ୍ଟ୍‌ ଓ ଲୋ-ଲାଟେନ୍ସି ଏୟାରଟେଲ୍‌ ୫ଜି ନେଟ୍‌ୱର୍କ ସହ କନେକ୍ଟେଡ୍‌ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଆୟକର ଆଇନ, ଜାଣନ୍ତୁ କରଦାତାଙ୍କ ପାଇଁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୯।୨: ଦେଶର ଆୟକର ବ୍ୟବସ୍ଥାରେ ୧ ଏପ୍ରିଲ, ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ…

୧୦୦ ଟପିବ ପେଟ୍ରୋଲ ଦର? ଟ୍ରମ୍ପଙ୍କ ଯୋଗୁ ଗୋଟିଏ ଝଟକାରେ ହୁ ହୁ ହୋଇ ବଢ଼ିବାକୁ ଯାଉଛି ମୂଲ୍ୟ…!

ନୂଆଦିଲ୍ଲୀ,୯।୨: ଭାରତ ଏବଂ ଆମେରିକା ମଧ୍ୟରେ ନିକଟରେ ହୋଇଥିବା ଟ୍ରେଡ୍‌ ଡିଲ(ବାଣିଜ୍ୟ ଚୁକ୍ତି) ନେଇ ଜୋରଦାର ଚର୍ଚ୍ଚା ହେଉଛି। କାରଣ ଏହା ଭାରତର ସାଧାରଣ ନାଗରିକଙ୍କୁ ମହଙ୍ଗା…

ଏହି ବର୍ଷ ଭାରତ ହେବ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି: ମୁଡିଜ୍

ନୂଆଦିଲ୍ଲୀ,୯।୨: ବିଶ୍ୱ ଅର୍ଥନୀତିରେ ଭାରତ ନିଜର ଦବଦବା ବଜାୟ ରଖିବାକୁ ଯାଉଛି। ଆସନ୍ତା ୨୦୨୬-୨୭ ଆର୍ଥିକ ବର୍ଷରେ ଭାରତର ପ୍ରକୃତ ଜିଡିପି ୬.୪% ହାରରେ ବୃଦ୍ଧି ପାଇବ…

ଲଗାତାର ଖସୁଛି ସୁନା-ଚାନ୍ଦିର ଦାମ୍‌, ଜାଣନ୍ତୁ ଏବେ କେତେ ହେଲାଣି

ନୂଆଦିଲ୍ଲୀ,୯।୨: ସୁନା ମୂଲ୍ୟରେ ହ୍ରାସ ଧାରା ଜାରି ରହିଛି। ନୂତନ ସପ୍ତାହର ପ୍ରଥମ ଦିନ, ଫେବୃଆରୀ ୯ ତାରିଖ ସୋମବାର ସକାଳେ, ରାଜଧାନୀ ଦିଲ୍ଲୀରେ ୨୪କ୍ୟାରେଟ ସୁନାର…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ବିପଦରେ ୧୦୦ କୋଟିରୁ ଅଧିକ ଆଣ୍ଡ୍ରଏଡ୍ ଫୋନ୍; ହ୍ୟାକିଂ ଆଶଙ୍କାରେ ଗୁଗଲ୍ ଦେଲା ଚେତାବନୀ

ନୂଆଦିଲ୍ଲୀ,୮ା୨: ଯଦି ଆପଣ ଏକ ପୁରୁଣା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଗୁଗଲ ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରାୟ ୧୦୦ କୋଟିରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri