ସରକାରୀ ଅର୍ଥ ଚଳୁ କରିଦେଲେ କିରାଣି, ସିଧା ନିଲମ୍ବିତ

ଅନୁଗୋଳ,୧୪ା୧୦(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ମୁଖ୍ୟ ହସ୍ପିଟାଲର କନିଷ୍ଠ କିରାଣି ଚାକିରିରୁ ନିଲମ୍ବିତ ହୋଇଛନ୍ତି। କନିଷ୍ଠ କିରାଣି ସୁବ୍ରତ ବେହେରାଙ୍କୁ ସିଡିଏମଓ ନିଲମ୍ବନ କରିଛନ୍ତି।
ତେବେ ୨.୩୮ କୋଟି ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ସିଡିଏମ୍‌ଓ ନିଲମ୍ବିତ
କରିଛନ୍ତି। ନିଜେ ନିଜ ମୂଳ ବେତନ ବଢ଼ାଇ ଉଠାଇ ଚାଲିଥିଲେ ମୋଟା ଅଙ୍କର ଦରମା। ଏଜିଙ୍କ ଅଡିଟ୍‌ରୁ ସ୍ପଷ୍ଟ ହେବା ପରେ ଥାନାରେ ମାମଲା ରୁଜୁ ହୋଇଛି।

 

Dharitri – The Largest & Most Trusted Odia Daily

Share