ପାଶ୍ଚାତ୍ୟ ଦେଶଙ୍କୁ ଟକ୍କର ଦେବାକୁ ଚାଇନାର ପ୍ରସ୍ତୁତି: ପ୍ରଥମ ସ୍ବଦେଶୀ ବିମାନର ଉଡ଼ାଣ ଆରମ୍ଭ…

ବେଜିଂ,୨୯।୫ : ଚାଇନାର ପ୍ରଥମ ସ୍ବଦେଶୀ ଯାତ୍ରୀବାହୀ ବିମାନ ସି-୯୧୯ ଏହାର ପ୍ରଥମ ବାଣିଜି୍ୟକ ବିମାନ ଉଡ଼ାଣ ସଫଳତାର ସହିତ ଆରମ୍ଭ କରିଛି। ଏହା ସହିତ ପାଶ୍ଚାତ୍ୟ ପ୍ରତିଦ୍ୱନ୍ଦ୍ୱୀ ବୋଇଙ୍ଗ ଏବଂ ଏୟାରବେସ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାଇନା ଆନୁଷ୍ଠାନିକ ଭାବରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ପ୍ରବେଶ କରିଛି।
ଚାଇନାର ପୂର୍ବ ମହାନଗର ମଧ୍ୟରେ ବେଜିଂ ପର୍ଯ୍ୟନ୍ତ ସି-୯୧୯ର ପ୍ରଥମ ବାଣିଜି୍ୟକ ଯାତ୍ରା ଚାଇନା ଇଷ୍ଟର୍ନ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ହୋଇଥିଲା। ଜିନହୁଆ ନ୍ୟୁଜ ଏଜେନ୍ସି ଅନୁଯାୟୀ ବିମାନରେ ୧୨୮ ଜଣ ଯାତ୍ରୀ ଥିଲେ। ସାଂଘାଇରୁ ବେଜିଂ ପର୍ଯ୍ୟନ୍ତ ଯାତ୍ରା ସମୟ ପ୍ରାୟ ଦୁଇ ଘଣ୍ଟା ୨୫ ମିନିଟ ଥିଲା। ଏହା ଚାଇନାର ବାଣିଜି୍ୟକ ବିମାନ ନିଗମ ଦ୍ୱାରା ନିର୍ମିତ।

ଟୁୱିନ ଇଞ୍ଜିନ ବିମାନରେ ମୋଟ ୧୬୪ ସିଟ ଅଛି। ଏହା ହେଉଛି ଚାଇନାର ପ୍ରଥମ ସ୍ବଦେଶୀ ଟ୍ରଙ୍କ ଜେଟଲିନର୍‌, ଯାହା ଅନ୍ତର୍ଜାତୀୟ ବିମାନ ମାନଦଣ୍ଡ ପୂରଣ କରୁଛି।
ଅଧିକାରୀ କହିଛନ୍ତି ଚାଇନା ବିମାନର ପ୍ରବେଶ ବୋଇଙ୍ଗ ଏବଂ ଏୟାରବସ ଉପରେ ନିର୍ଭରଶୀଳତା ହ୍ରାସ କରିପାରେ। ଏହା ସହିତ ପାଶ୍ଚାତ୍ୟ ଦେଶର ବିମାନ ପ୍ରତି ନିର୍ଭରଶୀଳତା ମଧ୍ୟ କମିଯିବ।

ଏହା ଛୋଟ ବିମାନ ଏ-୩୨୦ ଏବଂ ବି-୭୩୭ର ଉପଯୋଗୀତାକୁ ହ୍ରାସ କରିବାକୁ ସକ୍ଷମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ନରଭକ୍ଷୀ ଫେରିବା ନେଇ ଆତଙ୍କ: ଆମେରିକାରେ ଡାଇନୋସର ପାଦଚିହ୍ନ…

ଓ୍ବାଶିଂଟନ,୬।୯ : ହ୍‌ପୃଥିବୀରେ ଅନେକ ଥର ଡାଇନୋସରର ପ୍ରମାଣ ମିଳିଛି। କିନ୍ତୁ ଏଥର ପ୍ରତ୍ନତତ୍ତ୍ୱବିତ୍ମାନେ ଏକ ବଡ଼ ପ୍ରମାଣ ପାଇଛନ୍ତି। ବାସ୍ତବରେ, କିଛି ଦିନ ପୂର୍ବରୁ...

ଇମ୍ରାନଙ୍କ ନୂଆ ପାକିସ୍ତାନ: ଅଣ୍ଡା ୩୦, ଚିନି ୧୦୪, ଅଦା କିଲୋ ୧୦୦୦ ଟଙ୍କା

ଇସଲମାବାଦ,୨୩।୧୨: ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶାସନରେ ପଡୋଶୀ ପାକିସ୍ତାନ ଦେବାଳିଆ ହୋଇପଡିଛି। ‘ନୂଆ ପାକିସ୍ତାନ’ ନିର୍ମାଣ କରିବାର ସ୍ବପ୍ନ ଦେଖିବା ଇମ୍ରାନଙ୍କ ଶାସନରେ ମହଙ୍ଗା ମାଡ...

ମାସ୍କ, ସାନିଟାଇଜର ଉପଲବ୍ଧତା ନିଶ୍ଚିତ କର: ଏନ୍‌ପିପିଏ

ନୂଆଦିଲ୍ଲୀ,୩୦। ୩: ମାସ୍କ, ଗ୍ଲୋଭ ଏବଂ ସାନିଟାଇଜର ଉପଲବ୍ଧତା ନିଶ୍ଚିତ କରାଇବା ଲାଗି ନ୍ୟାଶନାଲ ଫାର୍ମାସିଟିକାଲ ଅଥରିଟି (ଏନ୍‌ପିପିଏ) ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିର୍ଦ୍ଦେଶ...

ଜିରୋ କୋଭିଡ୍‌ ନୀତିର ପ୍ରଭାବ, ମୃତ୍ୟୁ ସଂଖ୍ୟା ବେକାବୁ…

ବେଜିଂ, ୧୦।୪ : ଚାଇନାର ଶୂନ-କୋଭିଡ (ଜିରୋ କୋଭିଡ୍‌) ନୀତିର ପ୍ରଭାବରେ ସାଂଘାଇରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ନୀତିକୁ କଡ଼ାକଡ଼ି ଭାବେ ପାଳନ...

ଷ୍ଟକ୍‌ ବଜାରରେ ଉତ୍ସାହ; ୭୦୦ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ମୁମ୍ବାଇ: ଲଗାତର ୪ ସେସନ ଧରି ଭାରତୀୟ ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହୋଇଛି। ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ୭୦୦ରୁ ଊର୍ଦ୍ଧ୍ୱ ପଏଣ୍ଟ...

୩୯ ଆଫଗାନୀଙ୍କୁ ହତ୍ୟା କରିଥିଲେ ଅଷ୍ଟ୍ରେଲିଆ ସୈନ୍ୟ

କାନବେରା,୧୯।୧୧: ଅଷ୍ଟ୍ରେଲିଆ ସୈନ୍ୟ ଅନ୍ୟାୟ ଭାବେ ୩୯ ଜଣ ଆଫଗାନିସ୍ତାନ ନାଗରିକଙ୍କୁ ହତ୍ୟା କରିଥିଲେ। ଗୁରୁବାର ଏସମ୍ପର୍କରେ ଅଷ୍ଟ୍ରେଲିଆ ପ୍ରତିରକ୍ଷା ବାହିନୀ ମୁଖ୍ୟ ଅଙ୍ଗସ କ୍ୟାମ୍ପ୍‌ବେଲ୍‌...

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଆଜି ଆସିବେ ଭାରତ, ଏନଏସଏ ଅଜିତ ଡୋଭାଲଙ୍କ ସହ ହେବ ସାକ୍ଷାତକାର

ନୂଆଦିଲ୍ଲୀ/ପ୍ୟାରିସ,୬।୭: ଫ୍ରାନ୍ସ ରାଷ୍ଟ୍ରପତି ଇମ୍ୟାନୁଏଲ ମ୍ୟାକ୍ରୋଙ୍କ କୁଟନିତିକ ପରାମର୍ଶଦାତା ଇମ୍ୟାନୁଏଲ ବୋନେ ଗୁରୁବାର ଅର୍ଥାତ୍‌ ଜୁଲାଇ ୬ରେ ଏକ ଦିବସୀୟ ଭାରତ ଯାତ୍ରାରେ ଆସୁଛନ୍ତି। ମିଳିଥିବା...

ପାଖରେ ନାହିଁ କାଣି କଉଡ଼ି, ସହାୟତା ଭରସାରେ ତାଲିବାନ୍‌…

କାବୁଲ,୧୫।୯: ତାଲିବାନ୍‌ କ୍ଷମତା ଦଖଲ କରିବା ପରେ ଏବେ ଆଫଗାନିସ୍ତାନର ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଦେଶର ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଛି।...

Advertisement
Archives

Model This Week