ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ, ନବୀନଙ୍କୁ କଟାକ୍ଷ କରି ସୁରେଶ ପୂଜାରୀ କହିଲେ…

ଭୁବନେଶ୍ୱର,୩୦ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁବ୍‌ଶୀଘ୍ର ନୂଆପଡ଼ା ଯିବେ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର କରି ସାରିଛନ୍ତି ମୁଖ୍ୟମନ୍ତ୍ରୀ। ଦିତୀୟ ପର୍ଯ୍ୟାୟରେ ପ୍ରଚାର ମଧ୍ୟ କରିବେ। ଶେଷଭାଗରେ ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରିବେ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷରେ ନବୀନଙ୍କ ନୂଆପଡ଼ା ପ୍ରଚାରକୁ ନେଇ ରାଜସ୍ବ ମନ୍ତ୍ରୀ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ନବୀନ ବାବୁ ନବୀନ ନିବାସରୁ ବାହାରନ୍ତୁ, କାମ କରିବାକୁ ପ୍ରେରଣା ମିଳିବ।

Dharitri – Odisha’s No.1 Odia Daily

Share