ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ଦ୍ବାରା ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇପାରିବ ବୋଲି କୁହାଯାଇଛି ।

ସୂଚନା ଅନୁସାରେ, ରାଉଣ୍ଡ ଟେବୁଲରେ ୮ଟି ଫର୍ମା ଓ ଡିଫେନ୍ସର ୨୭ଟି ବୈଠକ ହୋଇଛି ।୩୮ ନିବେଶକଙ୍କ ସହ ୱାନ୍‌ ଟୁ ୱାନ୍‌ ସହ ୭୩ଟି ବୈଠକ ହୋଇଛି । ୧୩ ଟି MoU ସ୍ୱାକ୍ଷର ସହ ୨୭ ହଜାର ୬୫୦ କୋଟି ନିବେଶ ହୋଇଥିବା ଜଣାପଡିଛି ।

ତେବେ ଏହା ଦ୍ବାରା ୧୫ ହାଜର ୯୦୫ ଜଣଙ୍କୁ ନିଯୁକ୍ତି ମିଳିବ । ୬୬ ହଜାର ୭୮୧ କୋଟି ନିବେଶ ସହ ୫୬ ହଜାର ନିଯୁକ୍ତି ପ୍ରସ୍ତାବ ଆସିଛି । ଆଗାମୀ ଦିନରେ ବେଙ୍ଗାଲୁର ଓ କୋଲକାତାରେ ନିବେଶକ ସମ୍ମିଳନୀ ହେବ ।

Share