Categories: Video

Chhichhore – Preview of the film | ଛିଛୋରେ – ପ୍ରିଭିୟୁ ଅଫ୍ ଦ ଫିଲ୍ମ

Nitesh Tiwari’s Chhichhore, which features Shraddha Kapoor and Sushant Singh Rajput is all set to hit the screens this Friday. The movie is based on slice of life experiences with a great tale of friendship. It will make fans cherish their good-old-days of college life.

ଫ୍ରାଇଡେରେ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ଛିଛୋରେ’। ଫିଲ୍ମର କାହାଣୀ ସମ୍ପୂର୍ଣ୍ଣ ଭାବେ ଫ୍ରେଣ୍ଡସିପ ଉପରେ ଆଧାରିତ। ସୁଶାନ୍ତ ସିଂ ରାଜପୁତ ଓ ଶ୍ରଦ୍ଧା କପୁର ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମଟି ବକ୍ସ ଅଫିସରେ କେତେ ହିଟ୍ ହେଉଛି ତାହା ରିଲିଜ୍ ପରେ ହିଁ ସ୍ପଷ୍ଟ ହେବ।