ଧନକେ ଦେଖଲୁ ତୁଇ ନନୀ ସିନା , ମନକେ ଚିହ୍ନିଲୁ ନାଇଁ… । ୨୦୨୫ର ସବୁଠୁ ଭାଇରାଲ ଗୀତ । ଗୀତ ସୁଟିଂ ସମୟର କିଛି ଅନୁଭୂତି ବଖାଣିଛନ୍ତି ଅଭିନେତା ବିଭୂତି ବିଶ୍ୱାଳ ।