Categories: Video

Chala Khaiba – Episode 2 । ଚାଲ ଖାଇବା- ଏପିସୋଡ୍ ୨

In each episode of ‘Chala Khaiba’ (Let’s Eat), we take the viewers to a hotel or restaurant that is famous for its specialty. In this episode, we will take you to ‘Maharani Darbar’ restaurant of Cuttack. Watch this episode to know more about the special dishes prepared here and what this restaurant is famous about.

ଚାଲ ଖାଇବାରେ ଆମେ ଏଭଳି କିଛି ସ୍ଥାନକୁ ଯାଉଛୁ ଯେଉଁଠି ଖାଇବା ଥାଏ ସ୍ପେଶାଲ । ଏହି ଏପିସୋଡରେ ଆମେ ଯିବା ସିଲଭର ସିଟ୍ କଟକର ‘ମହାରାଣୀ ଦରବାର’କୁ ଆଉ ଦେଖିବା ସେମାନେ ସେଠାରେ କ’ଣ ସବୁ ସ୍ପେଶାଲ ଖାଇବା କରୁଛନ୍ତି ।