Categories: Video

CBI arrests Ashirbad Behera, son Sanjay reacts | ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ

With the election of Orissa Cricket Association (OCA) looming large, the CBI arrest of ex-OCA secretary Ashirbad Behera in connection with AT chit fund scam Thursday has raised many questions. Adding fuel to the fire, CBI has refused to take him on remand. Here is what Ashirbad’s son Sanjay has to say about this.

ଆଗକୁ ଓଡିଶା କ୍ରିକେଟ ଆସୋସିଏଶନର ନିର୍ବାଚନ ଥିବାବେଳେ ଗୁରୁବାର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିବା ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କୁ ସିବିଆଇ ରିମାଣ୍ଡରେ ନେବ ନାହିଁ ବୋଲି ଜଣାପଡିଛି । ଏପରିସ୍ଥଳେ ଏହି ଗିରଫ ଦାରୀକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଶୀର୍ବାଦ ଓ ପୁଅ ସଞ୍ଜୟ ବେହେରା । ସେ କଣ କହୁଛନ୍ତି ଶୁଣନ୍ତୁ