Video

ଆଜିଠୁ ବିମାନ ଟିକେଟ ବୁକିଂ ଆରମ୍ଭ

ଦୀର୍ଘ ଦୁଇ ମାସ ପରେ ଆସନ୍ତା ୨୫ରୁ ଦେଶରେ ପୁଣି ଉଡିବ ଯାତ୍ରୀବାହି ବିମାନ । ଏଥିପାଇଁ ଆଜି ଦିନ ୧୨ଟା ୩୦ମିନିଟରୁ ବିମାନ ଟିକେଟ ବୁକିଂ…

6 years ago

ଲକଡାଉନରେ ସାବିତ୍ରୀ | Sabitri Brata Amid Lockdown

ଆଜି ସାବିତ୍ରୀ ଅମାବାସ୍ୟା । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ କରିଛନ୍ତି ମହିଳା । ଲକଡାଉନ ପାଇଁ ମନ୍ଦିରରେ କଟକଣା ଲଗାଯାଇଥିବାରୁ ମହିଳା ମାନେ ଘରେ…

6 years ago

ବାବୁ ମହଲ: ସାବିତ୍ରୀ ଓଷା | Babu Mahal #34 ‘Sabitri Osha’

ଓଡ଼ିଶାର ହିନ୍ଦୁ ପର୍ବପର୍ବାଣି ମଧ୍ୟରେ ସାବିତ୍ରୀ ଅମାବାସ୍ୟା ଏକ ଅନ୍ୟତମ ପର୍ବ । ଏହିଦିନ ନାରୀ ମାନେ ବିଭିନ୍ନ ଫଳ ମୂଳ ଖାଇ ସ୍ୱାମୀ ମାନଙ୍କ ପାଇଁ…

6 years ago

ଅନଲାଇନରେ ଟିକେଟ୍ ବୁକିଂ ଆରମ୍ଭ

କରୋନା ଭାଇରସ ଓ ଲକଡାଉନ୍ ପାଇଁ ଗତ କିଛି ଦିନ ହେବ ଠପ୍ ପଡିଥିବା ରେଳ ସେବାକୁ ଭାରତୀୟ ରେଳ ବିଭିନ୍ନ ଚରଣରେ କାର୍ଯ୍ୟକ୍ଷମ କରୁଛି ।…

6 years ago

ଅମ୍ଫନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

ରାଜ୍ୟରେ ଉପକୂଳବର୍ତ୍ତି ଜିଲାମାନଙ୍କରେ ତାଣ୍ଡବ ରଚୁଛି ବାତ୍ୟା ଅମ୍ଫନ। ତେବେ ଏହି ପ୍ରଳୟଙ୍କାରୀ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାର ବାହ୍ୟ ଅଂଶ ପଶ୍ଚିମବଙ୍ଗ ଦିଘା…

6 years ago

ଏ ପବନ ଦେଖି ଆମକୁ ଡର ଲାଗୁଛି

ସାରା ରାଜ୍ୟରେ ତାଣ୍ଡବ ରଚୁଛି ମହାବାତ୍ୟା ଅମ୍ଫନ । ଏହା ଏବେ ପାରାଦୀପଠାରୁ ୧୨୦ କିମି ଦୂରରେ ରହିଥିବା ବେଳେ ପବନର ବେଗ ମଧ୍ୟ ଉପକୂଳବର୍ତ୍ତୀ ଜିଲ୍ଲା…

6 years ago

ଅମ୍ଫନ ପ୍ରଭାବ: ଭୁବନେଶ୍ବରରୁ ଗ୍ରାଉଣ୍ଡ ରିପୋର୍ଟ

ବାତ୍ୟା ଅମ୍ଫନ ପ୍ରଭାବରେ ଉପକୂଳବର୍ତ୍ତୀ ଜିଲା ମାନଙ୍କରେ ବର୍ଷା ସାଙ୍ଗକୁ ପବନ ଲାଗି ରହିଛି । ତେବେ ରାଜଧାନୀ ଭୁବନେଶ୍ବରରେ ଅମ୍ଫନର ପ୍ରଭାବ କଣ ରହିଛି ଆସନ୍ତୁ…

6 years ago

ଅମ୍ଫନ ଅପଡେଟ୍‍: ଆଜି ରାତିରୁ କାଲି ସନ୍ଧ୍ୟା ଯାଏ ରହିବ ପ୍ରଭାବ

ସମୁଦ୍ର ମଧ୍ୟରେ ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଅମ୍ଫନ । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି । ଭୁବନେଶ୍ୱରରୁ ଚାନ୍ଦବାଲି…

6 years ago

ଲକଡାଉନ୍ ୪.୦ ରେ ଏହିସବୁ ନିୟମ କୋହଳ

ସାରା ଦେଶରେ ଆରମ୍ଭ ହୋଇଛି ଲକଡାଉନ୍ ୪.୦ । ଏହା ଆସନ୍ତା ମେ ୩୧ ଯାଏ ବଢାଇଦିଆଯାଇଛି । ତେବେ ସରକାର ଯେଉଁ ୪.୦ ର ଗାଇଡଲାଇନ…

6 years ago

ଦିଘା–ହାତିଆ ମଝିରେ ସ୍ଥଳଭାଗ ଛୁଇଁପାରେ

ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଉଛି ସାମୁଦ୍ରିକ ଝଡ ଅମ୍ପନ । ସୁପର ସାଇକ୍ଲୋନରେ ପରିଣତ ହୋଇପାରେ ବାତ୍ୟା ଅମ୍ପନ । ଭାରତୀୟ ପାଣିପାଗ ବିଭାଗର ସୂଚନା…

6 years ago