Trending

ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋହନ, ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ ମହାପ୍ରଭୁ ଜଗନ୍ନାଥ ଆପଣଙ୍କ…

ଭୁବନେଶ୍ୱର,୧୬ା୧୦: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ୭୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଆଜିର ଏହି ସ୍ବତନ୍ତ୍ର ଦିନରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ…

ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଟିମ୍‌ଇଣ୍ଡିଆକୁ ଲାଗିଲା ୪୪୦ ଭୋଲ୍ଟର ଝଟ୍‌କା: ବାଦ୍‌ ପଡ଼ିବେ…

ନୂଆଦିଲ୍ଲୀ,୧୬।୧୦: ଭାରତର ନ୍ୟୁଜିଲାଣ୍ଡ ଗସ୍ତ ଅକ୍ଟୋବର ୨୨ରୁ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ସହ ଆରମ୍ଭ ହେବ। ତେବେ ଆଗାମୀ ଦିନିକିଆ ବିଶ୍ୱକପ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (WTC) ଫାଇନାଲ ଦୌଡ଼କୁ ଦୃଷ୍ଟିରେ ରଖି ଦିନିକିଆ ଓ ଟେଷ୍ଟ…

ବୈଭବ ସୂର୍ଯ୍ୟବଂଶୀଙ୍କ ଚେତାବନୀ: ରିଲ୍ସ କରିବା ଚକ୍କରରେ…ଦେଖନ୍ତୁ Video

ନୂଆଦିଲ୍ଲୀ,୧୬।୧୦: ଭାରତୀୟ କ୍ରିକେଟ ଦଳର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏକ ଭିଡିଓକୁ ନେଇ ଚର୍ଚ୍ଚାରେ। ଏୟାରପୋର୍ଟରୁ ବାହାରୁଥିବା ସମୟରେ ଫଟୋଗ୍ରାଫରଙ୍କୁ ସେ ଦେଇଥିବା ଚେତାବନୀର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ବୈଭବ କହୁଥିବା ଶୁଣିବାକୁ ମିଳୁଛି ଯେ,…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ହୋଇଛି ପାତରଅନ୍ତର: ଗମ୍ଭୀରଙ୍କୁ ନେଇ ଆସିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୧୬।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ୱେଷ୍ଟଇଣ୍ଡିଜ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିଥିଲେ ମଧ୍ୟ ପ୍ରଥମ ୪ଟି ମ୍ୟାଚ୍‌ରେ ତାଙ୍କୁ ଚୂଡ଼ାନ୍ତ…

ଜ୍ଞାନେଶଙ୍କ ପାଇଁ ଦେଶବାସୀଙ୍କ ବିରୋଧରେ ଲଢ଼ୁଛନ୍ତି ମୋଦି-ଶାହା: ଦୀପ୍‌କେ

ନୂଆଦିଲ୍ଲୀ, ୧୬।୧୦: ମୁଖ୍ୟ ନିର୍ବାଚନ କମିଶନର(ସିଇସିି) ଜ୍ଞାନେଶ କୁମାରଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିଜ ଦେଶବାସୀଙ୍କ ବିରୋଧରେ ଯୁଦ୍ଧ କରୁଛନ୍ତି ବୋଲି କକ୍‌ରୋଚ ଜନତା ପାର୍ଟି(ସିଜେପି) ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଚାଲିଛି ଭୋଟ୍‌ ଗଣତି, କିଛି ସମୟ ପରେ ଫଳାଫଳ

ଭବାନୀପାଟଣା,୧୫ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ଗୁରୁବାର ଛାତ୍ର ସଂସଦ ନିର୍ବାଚନ ପାଇଁ ସକାଳ ୮ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ହୋଇଥିଲା। ବିଶ୍ୱବିଦ୍ୟାଳୟର ସମୁଦାୟ ୧୦ଟି ବୁଥ୍‌ରେ ୪୧୮୯ ଭୋଟର ମଧ୍ୟରୁ…

କ୍ଷେତ୍ରବାସୀ ଡିଏଭି କଲେଜ ସାଇନ୍‌ ଡାଏ ଘୋଷଣା

ଖୋର୍ଦ୍ଧା,୧୫ା୧୦(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି। ଖୋର୍ଦ୍ଧା ଉପଜିଲାପାଳଙ୍କ କାର୍ଯ୍ୟାଳୟର ୧୪ ତାରିଖର ଆଦେଶ ନମ୍ବର ୬୧୨୦ ଅନୁଯାୟୀ, ବିଏନଏସଏସ୍‌ର ଧାରା ୧୬୩ ଅନ୍ତର୍ଗତ ନିଷେଧାଦେଶ ଜାରି ହୋଇଛି।…

ବଦଳିଯିବ ବାୟାବାବା କଲେଜ ଛାତ୍ର ସଂସଦ ଭୋଟ୍‌ ସମୀକରଣ !, ମଧ୍ୟାହ୍ନ ସୁଦ୍ଧା ୮୦ ପ୍ରତିଶତ ମତଦାନ

ମହାକାଳପଡ଼ା,୧୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ପ୍ରମୁଖ ଶିକ୍ଷନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ଭୋଟିଂ ଶାନ୍ତିଶୃଙ୍ଖଳା ଭାବେ ହେଉଛି। ମୋଟ୍‌ ୬୧୮ ଭୋଟରମାନଙ୍କର ମଧ୍ୟାହ୍ନ ସୁଦ୍ଧା ୮୦ ପ୍ରତିଶତ ମତଦାନ ହୋଇଛି ବୋଲି କୁହାଯାଉଛି। ବିଶେଷ କରି ଅଖିଳ…

ଚାଲିଛି ନିର୍ବାଚନ: ବଲାଙ୍ଗୀର ମହିଳା କଲେଜରେ ଛାତ୍ରୀ ବାଛୁଛନ୍ତି ମନପସନ୍ଦର ପ୍ରାର୍ଥୀ

ବଲାଙ୍ଗୀର,୧୫ା୧୦(ସୁନିଲ କୁମାର ମହାନ୍ତି): ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଗୁରୁବାର ଚାଲିଛି। ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟରେ ଗୁରୁବାର ସକାଳ ୮ଟାରୁ ଛାତ୍ର ସଂସଦ ନିର୍ବାଚନ ଆରମ୍ଭ ହୋଇଛି।ମହାବିଦ୍ୟାଳୟର ତିନୋଟି ରୁମ୍‌ରେ ପୋଲିଂ ବୁଥ୍‌ କରାଯାଇଛି।…

ଛାତ୍ର ସଂସଦ ନିର୍ବାଚନ ବନ୍ଦ ଘୋଷଣା ପରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଶୂନ୍‌ଶାନ୍‌

ବଲାଙ୍ଗୀର,୧୫ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନକୁ ବୁଧବାର ରାତିରେ ବନ୍ଦ ଘୋଷଣା କରାଯାଇଥିଲା। ନିର୍ବାଚନ ବାତିଲ ପରେ ଆଜି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ଶୂନ୍‌ଶାନ ହୋଇଯାଇଛି। ପୋଲିସ ଫୋର୍ସ ଉପସ୍ଥିତ…

CJP ପ୍ରତିବାଦ ପରେ ବଢ଼ିଲା ବିବାଦ; ଇମ୍ରାନ ଖାନଙ୍କୁ ଦେଶ ଛାଡିବାକୁ ନୋଟିସ୍, ଏହି ତାରିଖ ସୁଦ୍ଧା….

ନୂଆଦିଲ୍ଲୀ, ୧୫।୧୦: ବଲିଉଡ୍ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ମୁମ୍ବାଇରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହୋଇଥିବା ବିରୋଧ ପ୍ରଦର୍ଶନରେ ସେ ସାମିଲ ହୋଇଥିବା ନେଇ ଖବର ପ୍ରକାଶ ପାଇଛି…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ

ବଲାଙ୍ଗୀର,୧୪ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ପ୍ରସ୍ତାବିତ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ଅଫିସ୍ ଅର୍ଡର (ନଂ. ୨୪୭୦/RUB) ଜାରି କରି ଏହି ସୂଚନା ଦିଆଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?