ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ କଳାକାରମାନେ ନାଟକ ‘ଦେବଦାସୀ’ ପରିବେଷଣ କରୁଛନ୍ତି ସେଲିବ୍ରିଟି କ୍ରିକେଟ୍ ଲିଗ୍ ୨୦୨୫: ଭୁବନେଶ୍ୱରରେ ବିଧାୟକ-କମ୍-ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଚଳଚ୍ଚିତ୍ର…
ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରୁଛନ୍ତି ପୁରୀ ସରକାରୀ ବାଳିକା ବିଦ୍ୟାଳୟରେ ବାର୍ଷିକ ଖେଳ ପ୍ରତିଯୋଗିତା ଆରମ୍ଭ
କଟକ ରେଲ୍ୱେ ଷ୍ଟେସନ ନିକଟରେଥିବା ଦୋକାନ ଗୃହ ଗୁଡିକୁ ରେଲ୍ୱେ ପକ୍ଷ୍ୟରୁ ଉଛେଦ କରାଯାଉଛି ସିଡ଼ିଏ ଅଂଚଳ ରେ ଥିବା ଆମ୍ବ ଗଛ ରେ ବଉଳର ସମ୍ଭାର…
ଧଉଳି କଳିଙ୍ଗ ମହୋତ୍ସବ -୨୦୨୫ର ଦ୍ୱିତୀୟ ଦିନ ଭୁବନେଶ୍ୱର ରାମ ମନ୍ଦିରରେ NGO 'ପ୍ରୟାସ' ଦ୍ୱାରା ଆୟୋଜିତ ସାମୂହିକ ବିବାହ କାର୍ଯ୍ୟକ୍ରମ
ପୁରୀ ସମୁଦ୍ର ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷିତ ପାରାଗ୍ଲାଇଡିଂ ପାଇଁ ପରୀକ୍ଷଣ ଉଡ଼ାଣ ଚାଲିଛି କମିଶନରେଟ ପୋଲିସ୍ ପକ୍ଷରୁ କ୍ରିକେଟ୍ କାର୍କେଡ୍
ଭୁବନେଶ୍ୱରରେ ଖଣ୍ଡଗିରି ମେଳା ଆରମ୍ଭ ରବୀନ୍ଦ୍ର ମଣ୍ଡପରେ ବାଗଦେବୀ ନାଟକ ଉତ୍ସବ ପକ୍ଷରୁ ନାଟକ, 'ଚିତ୍ର ପ୍ରତିମା' ବାରବାଟୀରେ ଟିକେଟ…
ଭୁବନେଶ୍ୱରର ଉତ୍କଳ ମଣ୍ଡପ ଠାରେ ମୟୁରଭଞ୍ଜ ଉତ୍ସବ ପାଳନ କରାଯାଇଛି ଭୁବନେଶ୍ୱରର ଅନେକ ଶିକ୍ଷା ଅନୁଷ୍ଠାନରେ ସରସ୍ବତୀ ପୂଜା ହୋଇଯାଇଛି ଭୁବନେଶ୍ୱର ୟୁନିଟ-୮ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ…
ସରସ୍ୱତୀ ପୂଜା ଉପଲକ୍ଷେ ସରସ୍ୱତୀଙ୍କ ମୂର୍ତ୍ତି ବିକ୍ରି ପାଇଁ ରଖାଯାଇଛି କଟକ ବାରବାଟୀ ଷ୍ଟାଡିଅମରେ ଫେବୃଆରୀ ୯ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ…
କଟକ କୁମ୍ଭାର ସାହିର ଜଣେ କାରିଗର ଆଗକୁ ସରସ୍ୱତୀ ପୂଜା ଥିବାରୁ ସରସ୍ୱତୀ ମୂର୍ତ୍ତି ଗୁଡିକୁ ରଙ୍ଗ କରୁଛନ୍ତି