ଓଡ଼ିଶା: ଆଜିର ଫଟୋ ( ୨୮ ମେ, ୨୦୨୫ )

ପ୍ରବଳ ବର୍ଷା ମଧ୍ୟରେ ଶ୍ରୀମନ୍ଦିରରେ ଭିଡ଼ କମିଛି

 

 

ଭୁବନେଶ୍ୱରରେ ଲଘୁଚାପ ପ୍ରଭାବରେ ବର୍ଷା

 

 ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଶ୍ରୀ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଦିବସ ଅବସରରେ ଉତ୍ସବ ନୃତ୍ୟ ଭିଲାସ