ଭୁବନେଶ୍ୱରର ଉତ୍କଳ ମଣ୍ଡପ ଠାରେ ମୟୁରଭଞ୍ଜ ଉତ୍ସବ ପାଳନ କରାଯାଇଛି ଭୁବନେଶ୍ୱରର ଅନେକ ଶିକ୍ଷା ଅନୁଷ୍ଠାନରେ ସରସ୍ବତୀ ପୂଜା ହୋଇଯାଇଛି ଭୁବନେଶ୍ୱର ୟୁନିଟ-୮ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ…
ସରସ୍ୱତୀ ପୂଜା ଉପଲକ୍ଷେ ସରସ୍ୱତୀଙ୍କ ମୂର୍ତ୍ତି ବିକ୍ରି ପାଇଁ ରଖାଯାଇଛି କଟକ ବାରବାଟୀ ଷ୍ଟାଡିଅମରେ ଫେବୃଆରୀ ୯ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ…
କଟକ କୁମ୍ଭାର ସାହିର ଜଣେ କାରିଗର ଆଗକୁ ସରସ୍ୱତୀ ପୂଜା ଥିବାରୁ ସରସ୍ୱତୀ ମୂର୍ତ୍ତି ଗୁଡିକୁ ରଙ୍ଗ କରୁଛନ୍ତି
ଭୁବନେଶ୍ୱର ଜନତା ମଇଦାନରେ ସର୍ବସାଧାରଣଙ୍କ ପାଇଁ ଖୋଲିଲା ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା-୨୦୨୫ ଏକ୍ସପୋ, ଦର୍ଶକଙ୍କ ଭିଡ଼ ଭୁବନେଶ୍ୱର ଭଞ୍ଜ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଆସିବା ନେଇ କମିଶନରେଟ ପୋଲିସପକ୍ଷରୁ କାରକେଡ ଉପଖଣ୍ଡ ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ବ୍ରହ୍ମପୁର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଖେଳାପଡ଼ିଆ…
ଭୁବନେଶ୍ୱର ଜନତା ମଇଦାନରେ ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡିଶା’ କନକ୍ଲେଭ ପାଇଁ ପ୍ରସ୍ତୁତି ଚାଲିଛି ଗଣତନ୍ତ୍ର ଦିବସ ପାଇଁ ରାଜଧାନୀ ତ୍ରିରଙ୍ଗା ଆଲୋକରେ ଆଲୋକିତ…
ନେତାଜୀ ସୁବାଷ ଜୟନ୍ତୀ ଉପଲକ୍ଷେ ଆଲୋକରେ ସଜ୍ଜିତ କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ୭୬ତମ ଗଣତନ୍ତ୍ର…
କଟକ ସତ୍ୟବ୍ରତ ଷ୍ଟାଡିଅମରେ ନେତାଜୀ ଜୟନ୍ତୀ ଅବସରରେ ପରାକ୍ରମ ଦିବସ ପାଳନ ପାଇଁ ବାଲୁକାଶିଳ୍ପୀ ସୁଦାମ ପ୍ରଧାନଙ୍କ ଦ୍ୱାରା ପ୍ରସ୍ତୁତ ବାଲୁକାକୃତ୍ତି ନେତାଜୀ ସୁବାଷ…
ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଇନଫୋସିସ୍ ରୋଡ୍ଠାରେ ପଥଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବାର ଦୃଶ୍ୟ