ରାଜ୍ୟ

କଫ୍‌ ସିରପ୍‌ ସହ ନିଶା ବଟିକା କାରବାର କରୁଛନ୍ତି ନାବାଳକ, ୩ ଗିରଫ

ଅତାବିରା,୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ପୋଲିସ ଶୁକ୍ରବାର ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। ଏହି ମାମଲାରେ ପୋଲିସ ଜଣେ ନାବାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଗିରଫ ସାବାଳକ ଅଭିଯୁକ୍ତମାନେ ହେଲେ, ଅତାବିରା ଥାନା…

ପିଏମ୍‌ କିଷାନରୁ ଏମାନେ ପଡିଲେ ବାଦ୍‌! ଦେଖନ୍ତୁ ଲିଷ୍ଟ

ଭୁବନେଶ୍ୱର,୩।୮(ସୁନିତ୍‌ ମିଶ୍ର): କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପିଏମ୍‌ କିଷାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ଚାଷୀମାନଙ୍କୁ ପିଏମ୍‌ କିଷାନ ସହାୟତା ରାଶିର ୨୦ତମ କିସ୍ତି ପ୍ରଦାନ…

ଏନ୍‌ଆଇଏ ଏସ୍‌ପି ହେଲେ ସାଗରିକା ନାଥ

ଭୁବନେଶ୍ୱର,୩ା୮(ସୁନିତ୍‌ ମିଶ୍ର): କେନ୍ଦ୍ରୀୟ ଡେପୁଟେଶନରେ ଯିବେ ୨୦୧୬ ଓଡ଼ିଶା କ୍ୟାଡର ଆଇପିଏସ୍‌ ଅଧିକାରୀ ସାଗରିକା ନାଥ। ଭାରତ ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଏସ୍‌ପି ଭାବେ ନିଯୁକ୍ତି ମିଳିଛି। ସାଗରିକା ବର୍ତ୍ତମାନ ଖୋର୍ଦ୍ଧା ଏସ୍‌ପି…

ପ୍ଲାଷ୍ଟିକ୍‌ ବୋତଲରେ ପେଟ୍ରୋଲ, ଡିଜେଲ ବିକିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର,୩।୮(ସୁନିତ୍‌ ମିଶ୍ର): ପ୍ଲାଷ୍ଟିକ୍‌ ବୋତଲ ତଥା ନିଷିଦ୍ଧ କଣ୍ଟେନରରେ ପେଟ୍ରୋଲିୟମ ସାମଗ୍ରୀ ବିକ୍ରି, ଯୋଗାଣ, ସଂରକ୍ଷଣ ଓ ପରିବହନକୁ ରାଜ୍ୟ ସରକାର ନିଷିଦ୍ଧ କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ସଚିବ ସଞ୍ଜୟ କୁମାର ସିଂହ ରାଜ୍ୟର ସବୁ ଜିଲାପାଳଙ୍କୁ…

ମଧ୍ୟାହ୍ନଭୋଜନରେ ଅଣ୍ଡା ଖାଉ ନ ଥିବା ପିଲାଙ୍କୁ ମିଳିବ ଫଳ

ଭୁବନେଶ୍ୱର,୩ା୮(ଅନୁରାଧା ମହାରଣା):  ସ୍କୁଲ ମଧ୍ୟାହ୍ନଭୋଜନରେ ଏଣିକି ଫଳ ମିଳିବ। ପିଏମ୍‌ ପୋଷଣ ଯୋଜନାରେ ଆମିଷ ଖାଉ ନ ଥିବା ଛାତ୍ରୀଛାତ୍ରଙ୍କୁ ଅଣ୍ଡା ବଦଳରେ ଫଳ ଦିଆଯିବ। ଭୋଜନରେ ଋତୁକାଳୀନ ଫଳ ଯୋଗାଇ ଦେବାକୁ ଜିଲା ଶିକ୍ଷାଧିକାରୀଙ୍କୁ ପିଏମ୍‌ ପୋଷଣ ନୋଡାଲ ଅଫିସର…

ଆପୋସ ସମାଧାନ ମୁହାଁ ମହାନଦୀ ଜଳ ବିବାଦ

ନୂଆଦିଲ୍ଲୀ,୩ା୮(ରାମ ଚନ୍ଦ୍ର ନାଥ): ମହାନଦୀ ଜଳ ବିବାଦର ସମାଧାନ ନେଇ ଓଡ଼ିଶା ଓ ଛତିଶଗଡ଼ ଆପୋସ ଆଲୋଚନା ମାଧ୍ୟମରେ ନେଉଥିବା ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ଶନିବାର ଦୁଇ ରାଜ୍ୟର ପ୍ରତିନିଧି ଟ୍ରିବ୍ୟୁନାଲକୁ ଜଣାଇଛନ୍ତି। ଟ୍ରିବ୍ୟୁନାଲ୍‌ର ଅଧ୍ୟକ୍ଷ ଜଷ୍ଟିସ ବେଲା ଏମ୍‌. ତ୍ରିବେଦୀ,…

ଆଜିଠୁ ୭ ଯାଏ ବର୍ଷା ସହ ବଜ୍ରପାତ ଆଶଙ୍କା, ଏସବୁ ଜିଲା ପାଇଁ ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର,୨ା୮(ଅନୁରାଧା ମହାରଣା) – ରାଜ୍ୟରେ ବର୍ଷା ଧୀରେ ଧୀରେ କମିଥିବାବେଳେ ଏବେ ଅଧିକାଂଶ ଜିଲାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ରବିବାର ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମାତ୍ର ୭ ତାରିଖ…

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ନବୀନଙ୍କ ଟୁଇଟ୍‌, କହିଲେ… 

ଭୁବନେଶ୍ୱର,୨।୮: ଆଖି ବୁଜିଲେ ବଳଙ୍ଗା ପୀଡ଼ିତା। ଦୀର୍ଘଦିନର ଲଢ଼େଇ ପରେ ଶେଷରେ ନୀରବି ଯାଇଛନ୍ତି ସେ। ତେବେ ଏନେଇ ଶନିବାର ସ୍ପଷ୍ଟ ହେବା ପରେ ରାଜ୍ୟ ରାଜନୀତିରେ ହଟଚମଟ ଦେଖାଦେଇଛି। ଗୋଟିଏ ପଟେ ପୀଡ଼ିତାଙ୍କ ବାପା ସାମ୍ନାକୁ ଆସି ରାଜ୍ୟ ସରକାରଙ୍କ…

ବଡ଼ ବୟାନ ଦେଲେ ବଳଙ୍ଗା ପୀଡ଼ିତାଙ୍କ ବାପା, ସରକାରଙ୍କୁ ନେଇ କହିଦେଲେ… 

ଭୁବନେଶ୍ୱର,୨।୮: ଦିଲ୍ଲୀ AIIMSରେ ଚିକିତ୍ସାଧୀନ ଅବସ୍ଥାରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟିବା ପରେ ରାଜ୍ୟ ରାଜନୀତି ସରଗରମ ରହିଛି। ଗୋଟିଏ ପଟେ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ଯୋଜନା କରୁଥିବା ବେଳେ ପୀଡ଼ିତାଙ୍କ ବାପା ବଡ଼ ବୟାନ ଦେଇଛନ୍ତି। ସରକାର…

ଧରାପଡ଼ିଲା ନକଲି ହନୁମାନ କଏନ ରାକେଟ, ୩ ଜଣଙ୍କୁ ବାନ୍ଧିଲା ରାୟଗଡ଼ା ପୋଲିସ

ରାୟଗଡ଼ା,୨।୮(ଆଶିଷ ରଞ୍ଜନ ପଣ୍ଡା) – ରାୟଗଡ଼ା ଟାଉନ ଥାନା ପୋଲିସ ଏକ ହନୁମାନ କଏନ୍‌ ରାକେଟ ଠାବ କରିବା ସହ ଏଥିରେ ଜଡ଼ିତ ତିନିଜଣ ଠକଙ୍କୁ ଗିରଫ କରିଛି। ଗିରଫ ତିନି ଜଣ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟ ପୂର୍ବ ଗୋଦାବରୀ ଜିଲା…

ବଳଙ୍ଗା ପୀଡିତାଙ୍କ ମୃତ୍ୟୁ: କଂଗ୍ରେସର କଡ଼ା ଚେତାବନୀ, ଓଡ଼ିଶାରେ ହେବ ସବୁଠୁ ବଡ଼ ଆନ୍ଦୋଳନ

ଭୁବନେଶ୍ୱର,୨।୮: ଦୀର୍ଘଦିନର ମୃତ୍ୟୁ ସହ ସଂଘର୍ଷ ପରେ ଆଖି ବୁଜିଛନ୍ତି ବଳଙ୍ଗା ପୀଡିତା। ପୀଡିତାଙ୍କ ମୃତ୍ୟୁ ଘଟଣାରେ ବର୍ତ୍ତମାନ ରାଜନୀତି ଉଷ୍ମ ହେବାରେ ଲାଗିଛି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶୋକବ୍ୟକ୍ତ କରିଥିବାବେଳେ ବଳଙ୍ଗା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସର ବିଫଳତାକୁ…

ଓଡ଼ିଶା ପୋଲିସ କଲା ବଡ଼ ଘୋଷଣା, ବଳଙ୍ଗା ପୀଡିତା ଦେହରେ…

ଭୁବନେଶ୍ୱର,୨।୮: ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡିତା। ଏତେଦିନର ସଂଘର୍ଷ ପରେ ଜୀବନ ହାରିଛନ୍ତି ପୀଡିତା। ଆଖିବୁଜିଲେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା । ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri