ରାଜ୍ୟ

ଗୋଟିଏ ମିନିଟ୍‌ରେ ସସ୍‌ପେଣ୍ଡ୍‌ କରିଦେବି କହିଲେ ପାଣ୍ଡିଆନ, କାହାକୁ କାହିଁକି ଏମିତି କହିଲେ…

ଭୁବନେଶ୍ୱର, ୧୮ା୮(ସୁନିତ୍‌ ମିଶ୍ର): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ସେ ରବିବାର ସନ୍ଧ୍ୟାରୁ ସ୍ଥାନୀୟ ସମ୍‌ ଅଲ୍ଟିମେଟ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ନବୀନଙ୍କ ଅସୁସ୍ଥତା ସମ୍ପର୍କରେ ଖବର ପାଇ ଉକ୍ତ ଘରୋଇ…

ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଏକକାଳୀନ ୮ଟି ସ୍ଥାନରେ ଚାଲିଛି…

ଅନୁଗୋଳ,୧୮ା୮(ମାନସ ବିଶ୍ୱାଳ): ଭିଜିଲାନ୍ସ ଜାଲରେ ଅନୁଗୋଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା। ସୋମବାର ସକାଳେ ତାଙ୍କ ଘରେ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଅନୁଗୋଳ,…

SBI ଆଣିଛି ନିଯୁକ୍ତି ସୁଯୋଗ: ୫୦୦୦ରୁ ଅଧିକ ପଦବୀ ହେବ ପୂରଣ, ଏହି ତାରିଖ ସୁଦ୍ଧା ତୁରନ୍ତ କରନ୍ତୁ ଆବେଦନ…

ନୂଆଦିଲ୍ଲୀ,୧୮ା୮: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (SBI) ଯୁବକ ଯୁବତୀମାନଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି। ବ୍ୟାଙ୍କ ଜୁନିଅର ଆସୋସିଏଟ୍‌ (ଗ୍ରାହକ ସେବା ଏବଂ ସହାୟତା) ପାଇଁ ୫୫୮୩ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି।…

ଆଜି ଏସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୧୯ ତାରିଖରୁ ଆହୁରି ବଢ଼ିବ

ଭୁବନେଶ୍ୱର,୧୮ା୮: ସୋମବାର କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ଗଜପତି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଥିବାବେଳେ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ବଜ୍ରପାତ ପାଇଁ…

ଡାକ୍ତର ହେବେ ଆଦିବାସୀ ଯୁବତୀ: ଶୁଭେଚ୍ଛା ଜଣାଇଲେ ଜିଲାପାଳ

ମାଲକାନଗିରି,୧୮ା୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାର ଆଦିବାସୀ ଦିଦାୟୀ ଯୁବତୀ ଡାକ୍ତର ହେବେ। ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପଢିବା ଲାଗି ବିବେଚିତ ହୋଇଛନ୍ତି। ସେ ହେଲେ ଖଇରପୁଟ ବ୍ଲକ ନାକାମାମୁଡି ପଞ୍ଚାୟତ ଆମ୍ଲିବେଡା ଗ୍ରାମର ଚମ୍ପା ରାସପେଦା। ଏହା ଜଣାପଡିବା…

Video: ମେଡିକାଲ ବେଡରୁ ଆସିଲା ନବୀନଙ୍କ ଭିଡିଓ, ଦେଖନ୍ତୁ କଣ କହୁଛନ୍ତି

ଭୁବନେଶ୍ୱର,୧୭ା୮: ବିରୋଧୀଦଳ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେଡିକାଲ ବେଡରୁ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଡିହାଇଡ୍ରେସନ୍‌ ଯୋଗୁଁ ସେ ରବିବାର ଅପରାହ୍ନ ୫ଟା ୧୫ରେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୁସ୍ଥ ହେବା ପରେ…

ଈଶାନ କିଷାନଙ୍କ ବଦଳରେ ଏହି ଦଳରେ ଓଡ଼ିଆ ଖେଳାଳି ଆଶୀର୍ବାଦ ସ୍ୱାଇଁଙ୍କୁ ମିଳିଲା ସୁଯୋଗ

ଭୁବନେଶ୍ୱର,୧୭ା୮: ଓଡ଼ିଶାର ଉଇକେଟ୍‌କିପର-ବ୍ୟାଟ୍‌ସମ୍ୟାନ୍‌ ଆଶୀର୍ବାଦ ସ୍ୱାଇଁଙ୍କୁ ଦୁଲିପ ଟ୍ରଫି ୨୦୨୫-୨୬ରେ ଇଷ୍ଟ ଜୋନ୍‌ ଦଳରେ ଚୟନ କରାଯାଇଛି। ଇଷାନ କିଶନଙ୍କ ସ୍ଥାନରେ ତାଙ୍କୁ ଏହି ସୁଯୋଗ ମିଳିଛି। ସେ ସନ୍ଦୀପ ପଟ୍ଟନାୟକଙ୍କ ସହ ଦଳରେ ଯୋଗ ଦେଇଛନ୍ତି, ଅନ୍ୟପଟେ ସ୍ୱସ୍ତିକ ସାମାଲଙ୍କୁ…

ନବୀନଙ୍କୁ ଦେଖା କରିବାକୁ ହସ୍ପିଟାଲ୍‌ରେ ପହଞ୍ଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ, କହିଲେ-‘ସେ ICU’ରେ …’

ଭୁବନେଶ୍ୱର,୧୭ା୮: ବିରୋଧୀଦଳ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ବିଧାୟକ ବାବୁ ସିଂ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ। ଡିହାଇଡ୍ରେସନ୍‌ ଯୋଗୁଁ…

କାଲି ଏହି ଜିଲାର ସବୁ ସ୍କୁଲ-ଅଙ୍ଗନଓ୍ବାଡିକୁ ଛୁଟି ଘୋଷଣା, ଅତି ପ୍ରବଳ ବର୍ଷାକୁ ନେଇ…

ଭୁବନେଶ୍ୱର,୧୭।୮: ମାଲକାନଗିରି ଜିଲାରେ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲାପାଳ। ଏଥିସହ ଅଙ୍ଗନଓ୍ବାଡି ମଧ୍ୟ ବନ୍ଦ ରହିବ। ତେବେ ସୋମବାର ଅତିପ୍ରବଳ ବର୍ଷାର ସମ୍ଭାବନା ନେଇ ଜିଲାକୁ ଓ୍ବାର୍ନିଂ ଜାରି ରହିଥିବା ନେଇ ଏଭଳି ନିଷ୍ପତ୍ତି…

ନିରୂପଣ ହେଲା ନୂଆଁଖାଇ ଲଗ୍ନ: ନିଶାର୍ଦ୍ଧ ପରେ ଗ୍ରାମ୍ୟଦେବୀ ସମଲେଇଙ୍କ ପୀଠରେ ଲାଗିବ ନବାନ୍ନ

ବରଗଡ଼, ୧୭।୮(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ବରଗଡ଼ ଗ୍ରାମ୍ୟଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ରବିବାର ସାରେ ଲଗ୍ନ ନିର୍ଦ୍ଧାରୀତ ହୋଇଛି। ପଣ୍ଡିତ ଚୂଡାମଣି ରଥ, ପଣ୍ଡିତ ବିଘ୍ନରାଜ ଦାଶ, ପଣ୍ଡିତ ସୁଧାଂଶୁ  ଚରଣ ଦାଶ, ପଣ୍ଡିତ…

ଏହି କାରଣରୁ ହସପିଟାଲରେ ଭର୍ତ୍ତି ହୋଇଥିଲେ ନବୀନ, ବଡ଼ ସୂଚନା ଦେଲେ ଡାକ୍ତର

ଭୁବନେଶ୍ୱର,୧୭।୮: ବିରୋଧୀଦଳ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ରବିବାର ଅପରାହ୍ନ ୫ଟା ୧୫ରେ ଭୁବନେଶ୍ବରର ଏସୟୁଏମ୍ ଅଲଟିମେଡିକେୟାରରେ ଭର୍ତ୍ତି ହୋଇଛନ୍ତି। ଡିହାଇଡ୍ରେସନ୍‌ ଯୋଗୁଁ ସେ ହସ୍ପିଟାଲ୍‌ରେ ଚିକିତ୍ସା ଅଧୀନରେ ରହିଛନ୍ତି। ଏହି ଖବର ପ୍ରକାଶ ପାଇବା…

ନବୀନ ପଟ୍ଟନାୟକ ଅସୁସ୍ଥ, ଘରୋଇ ହସପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୧୭।୮: ବିରୋଧୀଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଥିବା ଜଣାପଡିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡିହାଇଡ୍ରେସନ୍‌ ଯୋଗୁ ସେ ଅପରାହ୍ନ ୫ଟା ୧୫ରେ ଭର୍ତ୍ତି ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri