ପ୍ରଦୀପଙ୍କ ମତ ତାଙ୍କ ବ୍ୟକ୍ତିଗତ, ଦଳର ନୁହେଁ: ତାରା
ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଗୋଟିଏ ପଟେ ନବରଙ୍ଗପୁର ବନ୍ଦ ପାଳନକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ କଂଗ୍ରେସ ନେତା ତଥା ପୂର୍ବତନ ଏମ୍ପି ପ୍ରଦୀପ ମାଝି ଅଡ଼ୁଆରେ ପଡ଼ିଥିବା ବେଳେ ଏବେ ତାଙ୍କ ନାମରେ ଏତଲା ଦିଆଯିବା ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ। ଏହି…
କୌଣସି ପରିସ୍ଥିତିରେ ଆମେ ଭୟଭୀତ ନୋହୁଁ: ପ୍ରଦୀପ
ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ନବରଙ୍ଗପୁର ବନ୍ଦ ପାଳନ ସମୟରେ ହିଂସାକୁ ଉସୁକାଇବାକୁ ମନ୍ତବ୍ୟ ଦେବାନେଇ ଶୁକ୍ରବାର ଟାଉନ ଥାନା ପୋଲିସ ନିଜ ଆଡ଼ୁ ପୂର୍ବତନ ଏମ୍ପି ପ୍ରଦୀପ ମାଝିଙ୍କ ସହ ୧୫ଜଣଙ୍କ ନାମରେ ଏତଲା ଦେଇଛି। ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖି ପ୍ରଦୀପ…
ଆଇଏଏସ୍ସ୍ତରରେ ଅଦଳବଦଳ, ଜାଣନ୍ତୁ କିଏ କେଉଁଠି ହେଲେ ଅବସ୍ଥାପିତ
ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଆଇଏଏସ୍ ସ୍ତରରେ ଶୁକ୍ରବାର ଅଦଳବଦଳ କରାଯାଇଛି। ୨୦୦୪ ବ୍ୟାଚ୍ର ଆଇଏଏସ୍ ଅଫିସର ନିରଞ୍ଜନ ସାହୁଙ୍କୁ ଉତ୍ତରାଞ୍ଚଳ ଆର୍ଡିସି, ୨୦୦୦ ବ୍ୟାଚ୍ ଆଇଏଏସ୍ ଅଫିସର ବସନ୍ତ କୁମାର ସେନାପତିଙ୍କୁ ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆବର୍ଗ ବିକାଶ ନିର୍ଦ୍ଦେଶକ, ୨୦୦୭…
ପ୍ରେମିକଙ୍କ ସହ ମିଶି ସୁପାରି ଦେଇ ସ୍ବାମୀଙ୍କୁ ହତ୍ୟା, ଅଭିଯୁକ୍ତ ସ୍ତ୍ରୀଙ୍କ ସହ ୪ ଗିରଫ
ବଣାଇ, ୨୭।୧୨ (ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରୀକଳା ନିକଟରେ ସଂଘଟିତ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଗତ ୧୯ ତାରିଖରେ ବଣାଇ ଅଞ୍ଚଳର ଅନିଲ ମୁଣ୍ଡାଙ୍କୁ କେନ୍ଦ୍ରୀକଳା ଜଙ୍ଗଲରେ ତଣ୍ଟି କାଟିବା ପରେ ପଥରରେ ଛେଚି ହତ୍ୟା…
ଜବରଦଖଲ ଉଚ୍ଛେଦ ବେଳେ ଛାତ ଭୁଶୁଡ଼ିବା ଘଟଣା: ଜଣେ ମୃତ, ୩ ଗୁରୁତରଙ୍କ ଚିକିତ୍ସା ଜାରି
ବଅଁରପାଳ,୨୭।୧୨(ଡି.ଏନ୍.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ନୂଆହତା ବାଲିସାହି ନିକଟରେ ଜାତୀୟ ରାଜପଥ କଡ଼ରୁ ଉଚ୍ଛେଦ କାର୍ଯ୍ୟ ଚାଲିଥିବା ସମୟରେ ଏକ ଘରର ଛାତ ଭୁଶୁଡ଼ି ପଡ଼ିଥିଲା। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଗୁରୁତର ହୋଇଛନ୍ତି।…
ହିଂସାକୁ ଉସୁକାଇବା ଭଳି ମନ୍ତବ୍ୟ ଦେଇ ଅଡ଼ୁଆରେ ପ୍ରଦୀପ ମାଝି, ନିଜ ଆଡ଼ୁ ଏତଲା କଲା ନବରଙ୍ଗପୁର ପୋଲିସ
ନବରଙ୍ଗପୁର,୨୭।୧୨(ବି.ପ୍ର.): ନବରଙ୍ଗପୁର ବନ୍ଦ ପାଳନ ସମୟରେ ହିଂସାକୁ ଉସୁକାଇବା ଭଳି ମନ୍ତବ୍ୟ ଦେଇ ଅଡ଼ୁଆରେ ପୂର୍ବତନ ଏମ୍ପି ତଥା କଂଗ୍ରେସ ନେତା ପ୍ରଦୀପ ମାଝି। ନବରଙ୍ଗପୁର ଟାଉନ ଥାନାରେ ନିଜ ତରଫରୁ ପୋଲିସ ପ୍ରଦୀପଙ୍କ ସହ ମୋଟ ୧୫ଜଣଙ୍କ ନାମରେ ଏତଲା…
ଜାତୀୟ ରାଜପଥରୁ ଜବରଦଖଲ ଉଚ୍ଛେଦ ବେଳେ ଭୁଶୁଡ଼ିଲା ଛାତ, ୪ ଗୁରୁତର
ବଅଁରପାଳ,୨୭।୧୨(ଡି.ଏନ୍.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ନୂଆହତା ବାଲିସାହି ନିକଟରେ ଶୁକ୍ରବାର ଏକ ଅଘଟଣ ଘଟିଛି। ପ୍ରଶାସନ ପକ୍ଷରୁ ୫୫ନଂ. ଜାତୀୟ ରାଜପଥ ପ୍ରଶସ୍ତିକରଣ ନିମନ୍ତେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଚାଲୁ ରହିଥିବା ବେଳେ ଏକ ଘରର ଛାତ ଭୁଶୁଡ଼ି ପଡ଼ିବାରୁ…
ଭିଜିଲାନ୍ସ ଜାଲରେ ଉଦ୍ୟାନ ବିଭାଗ ମାଳି, ୪ ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ
ଉଦଳା,୨୭।୧୨(ଡି.ଏନ୍.ଏ.): ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲା ଉଦଳା ଉଦ୍ୟାନ ବିଭାଗ ମାଳି ଉଦ୍ଧବ ବେହେରା। ଶୁକ୍ରବାର ଉଦ୍ଦବଙ୍କ ୪ ସ୍ଥାନରେ ଥିବା ଘରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ାଉ କରିଛି। କପ୍ତିପଦା ବ୍ଲକ ବଡ଼ାମପଦାସ୍ଥିତ ବାସଭବନ ସମେତ ଶ୍ୱଶୁର ଘର ନୁଦଡ଼ିହା,…
ବଲାଙ୍ଗୀରରେ ବିପିସିଏଲ୍ର ବଟଲିଂ ପ୍ଲାଣ୍ଟ ଉଦ୍ଘାଟିତ
ବଲାଙ୍ଗୀର ଅଫିସ,୨୭।୧୨: ବଲାଙ୍ଗୀର ସହର ଉପକଣ୍ଠ ବରକାନି ଗ୍ରାମରେ ନବନିର୍ମିତ ବିପିସିିଏଲ୍ର ଏଲ୍ପିଜି ବଟଲିଂ ପ୍ଲାଣ୍ଟକୁ ଶୁକ୍ରବାର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ ଏହାକୁ ଉଦ୍ଘାଟନ କରିଛନ୍ତି। ସମାରୋହରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍…
ଶ୍ରୀମନ୍ଦିର ସୁରକ୍ଷା ଜୋନ୍: ନୂଆବର୍ଷରୁ ଜୋର୍ ଧରିବ ଉଚ୍ଛେଦ ଅଭିଯାନ
ପୁରୀ ଅଫିସ,୨୭।୧୨: ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ସକାଶେ ମେଘନାଦ ପାଚେରିକୁ ଲାଗି ୭୫ ମିଟର ପରିଧି ମଧ୍ୟରେ ସବୁ ନିର୍ମାଣ ଉଚ୍ଛେଦ ପାଇଁ ନିଷ୍ପତ୍ତି ହୋଇଛି। ଏହାର କାମ ମଧ୍ୟ ଆରମ୍ଭ ହୋଇଯାଇଛି। ୫ଟି ମଠ, କେତେକ ଘରୋଇ ଓ…
ବିଦ୍ୟୁତ୍ ଆଘାତରେ ନାବାଳକଙ୍କ ମୃତ୍ୟୁ ଘଟଣା: ୪ ସପ୍ତାହରେ କ୍ଷତିପୂରଣ ଦେବାକୁ ଏନ୍ଏଚ୍ଆର୍ସିର ନିର୍ଦ୍ଦେଶ
ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): କଟକ ଜିଲା ବାଙ୍କୀର ନାବାଳକ ଶଙ୍କର ନାୟକଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟଣା ନେଇ ଜାତୀୟ ମାନବିକ ଅଧିକାର କମିଶନ (ଏନ୍ଏଚ୍ଆର୍ସି) କ୍ଷୋଭ ପ୍ରକାଶ କରିଛନ୍ତି। ଗତ ଫେବୃୟାରୀ ମାସରେ ଏହି ମାମଲାର ବିଚାର କରି କମିଶନ ମୃତକଙ୍କ ପରିବାରକୁ…
ବିବାଦ ପିଛା ଛାଡୁନି: ପୁଣି ଠକେଇ ଅଭିଯୋଗ ଅଡୁଆରେ ଅଭିନେତ୍ରୀ
ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଓଲିଉଡ୍ର ଜଣେ ଅଭିନେତ୍ରୀଙ୍କ ପିଛା ଛାଡ଼ୁନି ବିବାଦ। ପ୍ରଥମେ ପ୍ରେମ ନାଁରେ ପ୍ରେମିକଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେବା ଅଭିଯୋଗରେ ସେ ଚର୍ଚ୍ଚାକୁ ଆସିଥିଲେ। ଏବେ ତାଙ୍କ ନାମରେ ଆଉ ଜଣେ ଯୁବକ ବ୍ରହ୍ମପୁରର ପପୁନ ମହାରଣା ଆଣିଛନ୍ତି ଏକ ଠକେଇ…
Archives


