ପାଣ୍ଡିଆନଙ୍କୁ ଛାଡ଼, ନ ହେଲେ ତୁମକୁ ଛାଡୁଛୁ: ବିଜେଡିରେ ନୂଆମୋଡ଼
ଭୁବନେଶ୍ୱର, ୨୬।୮(ସୁନିତ୍ ମିଶ୍ର):ବିଜୁ ଜନତା ଦଳ(ବିଜେଡି) ରାଜନୀତିରେ ବର୍ତ୍ତମାନ ଏକ ନୂଆ ମୋଡ ସୃଷ୍ଟି ହୋଇଛି। ୨୪ ବର୍ଷ ଧରି ରାଜ୍ୟରେ ଶାସନ କରିଥିବା ବିଜେଡିଠାରୁ ଏବେ ଦଳର ନେତାମାନେ ମୁହଁ ଫେରାଇବା ପ୍ରକ୍ରିୟା ଜୋର୍ ଧରିଛି। ଗୋଟିଏ ସପ୍ତାହ ଭିତରେ…
ମୋହନ ସରକାରଙ୍କ ବଡ଼ ଘୋଷଣା: ୧୦ ଲକ୍ଷଙ୍କୁ ମିଳିବ ନିଯୁକ୍ତି
ଭୁବନେଶ୍ୱର,୨୬ା୮(ରବିନାରାୟଣ ଜେନା):ଓଡ଼ିଶାକୁ ସୂଚନା ପ୍ରଯୁକ୍ତି ଓ ଯୋଗାଯୋଗ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ରୂପେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏହିକ୍ରମରେ ସୋମବାର ରାଜ୍ୟ ସରକାର ସୂଚନା ପ୍ରଯୁକ୍ତି(ଆଇଟି)ର ବିକାଶ ଲାଗି ନୂତନ ଆଇଟି ନୀତି ଆଣିଛନ୍ତି। ଭୁବନେଶ୍ୱର ଲୋକସେବା…
ପାଣ୍ଡିଆନ୍ଙ୍କ ସକ୍ରିୟତାକୁ ନେଇ ସାଂଘାତିକ କଥା କହିଦେଲା ବିଜେଡି: ସେ ନବୀନଙ୍କଠାରୁ…
ଭୁବନେଶ୍ୱର,୨୬ା୮(ସୁନିତ୍ ମିଶ୍ର):ଭାଜପା ବିଧାୟକ ସରୋଜ ପାଢ଼ୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ପ୍ରତି ଦେଇଥିବା ଅରୁଚିକର ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି। ଶଙ୍ଖ ଭବନଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଲେନିନ୍ କହିଛନ୍ତି,…
ଧାରଣାରତ ରାଜସ୍ଵ କର୍ମଚାରୀଙ୍କୁ କାର୍ଯ୍ୟାନୁଷ୍ଠାନ ସରକାରଙ୍କ ଚେତାବନୀ
ଭୁବନେଶ୍ୱର,୨୫ା୮: ରାଜ୍ୟରେ ଧାରଣାରତ ରାଜସ୍ଵ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜସ୍ଵ ବିଭାଗ ଚେତାବନୀ ଦେଇଛି। ଏ ନେଇ ସମସ୍ତ ଜିଲାପାଳଙ୍କୁ ରାଜସ୍ଵ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି। ଚିଠିରେ ଛୁଟିରେ ଥିବା ସମସ୍ତ କର୍ମଚାରୀଙ୍କ ତାଲିକା…
ବୌଦ୍ଧରୁ ଆସୁଥିଲା ଚାଉଳ ଗାଡ଼ି , ଚଢାଉ ବେଳେ ଜଣାପଡିଲା…
ବଲାଙ୍ଗୀର, ୨୫।୮ ( ସୁନିଲ ମହାନ୍ତି): ବଲାଙ୍ଗୀରରେ ପୁଣି ଧରାପଡ଼ିଛି ଗଞ୍ଜେଇ । ଏକ ଚାଉଳ ବୋଝେଇ ମିନି ଟ୍ରକ -ତୁଷୁରା-ଗୁଡ଼ଭେଲା ରାସ୍ତା ଦେଇ ଯାଉଥିବା ବେଳେ ତୁଷୁରା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ତେନ୍ତୁଳିଖୁଣ୍ଟି କଲେଜ ନିକଟରେ ଟ୍ରକ ଡ୍ରାଇଭର…
କ୍ୟାବିନେଟ୍ରେ ୪ଟି ପ୍ରସ୍ତାବ ପାରିତ: ଇଲେକ୍ଟ୍ରୋନିକ୍, IT ପଲିସିକୁ ଅନୁମୋଦନ
ଭୁବନେଶ୍ୱର,୨୫।୮: ସୋମବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ୪ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବୈଠକ ପରେ ଏହି ସୂଚନା ଦେଇଛନ୍ତି। ଇଲେକ୍ଟ୍ରୋନିକ୍ ଓ ଆଇଟି ବିଭାଗର ୨ଟି ଏବଂ ସଂସଦୀୟ ବ୍ୟାପାର ଓ ସାଧାରଣ…
ଜମି ବିକ୍ରି କରିବାକୁ ଲାଗିଲା ନିଶା: ମୃତ ବ୍ୟକ୍ତିଙ୍କୁ ଜୀବିତ କରି ରଚୁଥିଲେ ଷଡଯନ୍ତ୍ର, ହେଲେ…
ଗଞ୍ଜାମ,୨୫।୮(ବିଦ୍ୟାଧର ସାହୁ ): ଗଞ୍ଜାମ ପୋଲିସ ଏକ ଗୁରୁତର ଜମି ଜାଲିଆତି ଓ ବିକ୍ରି ମାମଲାର ଫର୍ଦ୍ଦାଫାଶ କରିଛି। ପୋଲିସ ପ୍ରାଥମିକ ତଦନ୍ତରେ ତିନିଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ କୁମାର ଗୌଡ଼ (୩୦),…
Video: ଯାଜପୁରରେ ବନ୍ୟା ବିଭୀଷିକା; ଘାଇ ମୁହଁରୁ ଫସି ଥିବା ଶିଶୁ, ମହିଳା ଉଦ୍ଧାର
ଯାଜପୁର,୨୫।୮: ଯାଜପୁର ଜିଲାରେ ବୈତରଣୀ ନଦୀର ବନ୍ୟାଜଳ ତାଣ୍ଡବ ରଚିଛି। ଦଶରଥପୁର ଅଞ୍ଚଳର କଟିକଟା ଗାଁର ବୃଦ୍ଧ ଭାଗବତ ମାଝୀ (୭୨)ଙ୍କ ବନ୍ୟାଜଳରେ ବୁଡ଼ି ମୃତ୍ୟୁ ହୋଇଛି। ସେ ନଦୀପଠାରେ ଥିବା ଘରେ ଜୁହାର ହେବା ସମୟରେ ଗୋଡ଼ ଖସି ପଡ଼ିଥିଲେ।…
ରାଜ୍ୟରେ ନିଶା ମୁକ୍ତି ପାଇଁ ବଡ଼ ଯୋଜନା: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ
ଭୁବନେଶ୍ୱର,୨୫।୮: ବେଆଇନ୍ ମାଦକ ଦ୍ରବ୍ୟ ଚୋରାଚାଲାଣ ଓ ନିଶା ରୋକିବା ପାଇଁ ଓଡ଼ିଶା ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟଶାସନ ସଚିବ ମନୋଜ ଆହୁଜା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅବକାରୀ, ପୋଲିସ, ଉଚ୍ଚଶିକ୍ଷା,…
ମନ୍ତ୍ରୀଙ୍କ ଘୋଷଣା: ପାଣି ଛାଡୁ ଛାଡୁ ମିଳିବ କ୍ଷତିପୂରଣ
ଭୁବନେଶ୍ୱର,୨୫।୮: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ପ୍ରତିକ୍ରିୟା ରଖିଛନ୍ତି। ବ୍ରାହ୍ମଣୀ ସତର୍କ ସଂକେତ ଉପରେ ରହିଥିବା ବେଳେ ଆଖୁଆପଦାରେ ବୈତରଣୀ ସ୍ଥିର ରହିଛି। ରାଜଘାଟ, ମଥାନିରେ ସୁବର୍ଣ୍ଣରେଖା…
ରେଳମନ୍ତ୍ରୀ ଅଶ୍ୱିନୀଙ୍କୁ ଚିଠି ଲେଖିଲେ ବିଧାୟକ କାଡ଼ାମ
କୋରାପୁଟ,୨୫।୮(ଅମିତାଭ ବେହେରା) କୋରାପୁଟ ରେଳ ଷ୍ଟେଶନରୁ ସେମିଲିଗୁଡ଼ା, ଦୁଧାରୀ, କୋଟିଆ, ଦାଣ୍ଡିଗାଁ, ସାଲୁର ଦେଇ ବୋବିଲି ରେଳ ଷ୍ଟେଶନ ଏବଂ କୋରାପୁଟ ରେଳ ଷ୍ଟେସନରୁ ସେମିଲିଗୁଡ଼ା, କୁନ୍ଦୁଲି, ସଦାମ ଏବଂ ଚୌଗାଁ ଦେଇ ଆରକୁ ରେଳ ଷ୍ଟେଶନ ପର୍ଯ୍ୟନ୍ତ ନୂତନ ରେଳ…
ଦାଦନ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ବ୍ଲୁ ପ୍ରିଣ୍ଟ, ୮୦୦ ଟଙ୍କା ଇନ୍ପୁଟ୍ ସବସିଡି…
ଭୁବନେଶ୍ୱର,୨୫।୮: ଓଡ଼ିଶାରୁ ଦାଦନ ଶ୍ରମିକ ସମସ୍ୟାକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ରାଜ୍ୟ ସରକାର ଏକ ବଡ଼ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏହି ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାର ଶ୍ରମିକମାନେ ଯେଉଁ ରାଜ୍ୟକୁ ଦାଦନ ପାଇଁ…
Archives


