ପୁରୀ ଶ୍ରୀମନ୍ଦିରରେ ଗୁରୁବାର ୫ ଘଣ୍ଟା ଦର୍ଶନ ବନ୍ଦ
ପୁରୀ,୩।୯: ଆସନ୍ତାକାଲି ଭାଦ୍ରବ ଶୁକ୍ଳ ଦ୍ୱାଦଶ ତିଥିରେ ବାମନ ଜନ୍ମ ନୀତି ପାଇଁ ଶ୍ରୀଜିଉଙ୍କ ଦର୍ଶନ ସର୍ବସାଧାରଣ ପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୫ ଘଣ୍ଟା ବନ୍ଦ ରହିବ। ସେପଟେ ଶ୍ରୀମନ୍ଦିରରେ ଶୀଘ୍ର ଭକ୍ତମାନଙ୍କ ପାଇଁ ‘ଧାଡ଼ି’ (କ୍ୟୁ)…
ଛାତ୍ରୀଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ଶିକ୍ଷୟିତ୍ରୀ
ଭୁବନେଶ୍ୱର,୩।୯: ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧୀନ ଏକ ବିଦ୍ୟାଳୟରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗଣିତ ଆସିଲାନି ବୋଲି ଜଣେ ଶିକ୍ଷୟିତ୍ରୀ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି। ଶିକ୍ଷୟିତ୍ରୀଙ୍କ ମାଡ଼ରେ ଛାତ୍ରୀଙ୍କ…
୨୩ ରିପୋର୍ଟ ଚାପିଛନ୍ତି ବିଜେଡି ସରକାର, ଆଇନମନ୍ତ୍ରୀ କହିଲେ ଆମେ ସେମିତି…
ଭୁବନେଶ୍ୱର,୩ା୯: ବିଜେଡିକୁ ବୁଧବାର କଡ଼ା ଟାର୍ଗେଟ୍ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ପୁରୀ ଦଳାଚକଟା ତଦନ୍ତ ରିପୋର୍ଟ ନେଇ ଆଇନମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରିପୋର୍ଟ ସିଏମଓକୁ ଦିଆସରିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ…
ମେଘାଳୟରେ ଓଡ଼ିଆ ଯବାନ ଶହୀଦ, କାନ୍ଦବୋବାଳିରେ ଫାଟି ପଡୁଛି ଗାଁ, ୪ ବର୍ଷର ପୁଅ ବାପାଙ୍କୁ ଖୋଜି କହୁଛି…
ଅତାବିରା,୩ା୯(ଗୋଡ଼ଭଙ୍ଗା): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ବିଏସ୍ଏଫ୍ ଯବାନ ଖଗେନ୍ଦ୍ର ମହାପାତ୍ର (୩୬)ଙ୍କ ମେଘାଳୟରେ ଶହୀଦ ହୋଇଥିବା ଦୁଃଖଦ ଖବର ବୁଧବାର ଆସି ପହଞ୍ଚିଛି। ଏହା ପରେ ଗାଁରେ କାନ୍ଦବୋବାଳି ପଡିଯାଇଛି। ମିଳିଥିବା ସୂଚନାରୁ ପ୍ରକାଶ ଯେ, ସ୍ବର୍ଗତ ଖଗେନ୍ଦ୍ର…
ବେଆଇନ କ୍ରସରରେ ତହସିଲଦାର-ପୋଲିସର ମିଳିତ ଚଢ଼ାଉ, ଜବତ ହେଲା କ୍ରସର ମେଶିନ
ବଲାଙ୍ଗୀର/ସଇଁତଳା,୩ା୯(ସୁନିଲ ମହାନ୍ତି, ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲାରେ ବେଆଇନ କ୍ରସର୍ ଚାଲିଥିବା ନେଇ ଦୀର୍ଘଦିନରୁ ଅଭିଯୋଗ ହେଇଆସୁଥିଲା। ସଇଁତଳା ତହସିଲଦାର କୌଣସି ଏକ ସୂତ୍ରରୁ ଖବର ପାଇ ପୋଲିସ ସହାୟତାରେ ସଇଁତଳା ବ୍ଲକ କଅଁସର ପଞ୍ଚାୟତ କେଛୋମୁହାଣ କ୍ରସର ଉପରେ…
ସୀମାନ୍ତରୁ ଗିରଫ ହେଲେ ୧୬ ମାଓବାଦୀ
ମାଲକାନଗିରି,୩ା୯(ଦୁର୍ଯ୍ୟୋଧନ): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାର ସିଆର୍ପିଏଫ୍, କୋବ୍ରା ବାହିନୀ ମିଳିତ ଭାବେ ମାଓବାଦୀ ଦମନ କାର୍ଯ୍ୟକ୍ରମରେ ସର୍ଚ୍ଚ ଅପରେଶନରେ ବାହାରିଥିବାବେଳେ ବାସାଗୁଡ଼ା ଥାନା ଅଞ୍ଚଳରୁ ଦୁଇଜଣ, ଗଙ୍ଗାଲୁର ଥାନା ଅଞ୍ଚଳରୁ ୬ ଜଣ, ଜଙ୍ଗଲା ଥାନା ଅଞ୍ଚଳରୁ…
ମନମୋହନ ସାମଲଙ୍କ ଦିଲ୍ଲୀ ଗସ୍ତକୁ ନେଇ ଜୋର୍ଦାର ଚର୍ଚ୍ଚା, ଏସବୁ ଉପରେ ହୋଇପାରେ ବଡ଼ ଆଲୋଚନା
ଭୁବନେଶ୍ୱର,୩ା୯: ବୁଧବାର ଦିଲ୍ଲୀ ଗସ୍ତରେ ଯାଇଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। କିଛି କେନ୍ଦ୍ରୀୟ ନେତାଙ୍କୁ ଭେଟିବା ନେଇ କାର୍ଯ୍ୟକ୍ରମ ରହିଥିବା ସୂଚନାରୁ ଜଣାପଡ଼ିଛି। ତେବେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଥିବା ବେଳେ ସଭାପତିଙ୍କ ଏହି ଗସ୍ତକୁ ନେଇ ରାଜନୈତିକ…
ଦେଲେ ଖୋଲା ସଂକେତ, ବିଜେଡି ଛାଡି କଂଗ୍ରେସରେ ଯୋଗଦେବେ ବଡ଼ ନେତା!
ଭୁବନେଶ୍ୱର,୩।୯: ବିଜେଡିର ବରିଷ୍ଠ ନେତା ତଥା ନର୍ଲା ବିଧାୟକ ଭୂପିନ୍ଦର ସିଂ ଦଳ ଛାଡ଼ିବା ନେଇ ଏକ ବଡ଼ ସଂକେତ ଦେଇଛନ୍ତି! ସେ କହିଛନ୍ତି ଯେ ତାଙ୍କ ପାଇଁ ଲୋକମାନେ ହିଁ ସବୁଠୁ ବଡ଼ ଦଳ ଏବଂ ତାଙ୍କର ଭବିଷ୍ୟତ ନିଷ୍ପତ୍ତି…
ରାଜଧାନୀରେ ଚାଞ୍ଚଲ୍ୟ: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ
ଭୁବନେଶ୍ୱର,୩।୯: ରାଜଧାନୀ ଭରତପୁର ଥାନା ଅଞ୍ଚଳରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ବୁଧବାର ଏକ ଅଘଟଣ ଘଟିଛି। କେନ୍ଦ୍ରରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ପରିବାର ଲୋକେ ଯୁବକଙ୍କ ମୃତ୍ୟୁକୁ ଗ୍ରହଣ କରୁ ନ ଥିବା ବେଳେ ହତ୍ୟା…
କେଉଁ ସମୟରେ ଲାଗିବ ଚନ୍ଦ୍ରଗ୍ରହଣ? ଜାଣନ୍ତୁ ଓଡ଼ିଶା ପାଇଁ ଶୁଭ ନା ଅଶୁଭ…
ଭୁବନେଶ୍ୱର,୩।୯: ଆସନ୍ତା ସେପ୍ଟେମ୍ବର ୭ ତାରିଖ ତଥା ଭାଦ୍ରବ ପୂର୍ଣ୍ଣିମାରେ ପ୍ରଥମ ଚନ୍ଦ୍ରଗ୍ରହଣ ପଡୁଥିବା ବେଳେ ଆସନ୍ତାବର୍ଷ ୨୦୨୬ ମାର୍ଚ୍ଚ ମାସରେ ଦୋଳପୂର୍ଣ୍ଣିମାନେ ଆଉ ଏକ ଚନ୍ଦ୍ରଗ୍ରହଣ ପଡୁଛି । ଯାହାକି ଭାରତରେ ଦେଖିବାକୁ ମିଳିବ । ଆସନ୍ତା ୬ ମାସ…
ମୁହଁ ଖୋଲିଲେ ଅର୍ଚ୍ଚନା: ରାତିର କଳା ଅନ୍ଧାରରେ ସ୍ବାମୀଙ୍କ କାଣ୍ଡ କାରନାମା, ଚୁଟି ଘୋଷାଡ଼ି
ଭୁବନେଶ୍ୱର,୩।୯: ରାତି ଗୋଟେରେ ସ୍ବାମୀ ଘରକୁ ପଶିବା ଘଟଣାରେ ମୁହଁ ଖୋଲିଲେ ଅର୍ଚ୍ଚନା ନାଗ। ଅର୍ଚ୍ଚନା କହିଛନ୍ତି, ମୁଁ ବେଡରୁମରେ ଶୋଇଥିଲି ସେ ବେଡରୁମ ୱିଣ୍ଡୋରେ ଆସି ଘରେ ପଶି ଷ୍ଟାବିଂ କରିବା ପାଇଁ ଚେଷ୍ଟା କରୁଥିଲେ। ପୋଲିସ ଡାକିଲୁ, ପୋଲିସ…
ରାସ୍ତାରେ ବସି ପାଠ ପଢ଼ିଲେ ପିଲା, ଯାତାୟାତ ଠପ୍
ଗୋପବନ୍ଧୁ ନଗର,୩ା୯(ଶାନ୍ତନୁ କୁମାର ମଢୁଆଳ): ଗୋପବନ୍ଧୁ ନଗର ବ୍ଲକ ଜୟପୁର ପଞ୍ଚାୟତ ପୁରଡିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ବିପଦପୂର୍ଣ୍ଣ ଶ୍ରେଣୀ ଗୃହକୁ ନେଇ ମଙ୍ଗଳବାର ଅଭିଭାବକମାନେ ନିଜ ନିଜ ପିଲାମାନଙ୍କ ସହ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଫଳରେ ପାଠପଢ଼ା ବ୍ୟାହତ ହୋଇଛି।…
Archives


