ନାବାଳିକା ଝିଅକୁ ବାରମ୍ବାର ବଳାତ୍କାର କରୁଥିଲେ ବାପା: ଜଣାପଡ଼ିବା ପରେ ମିଳିଲା…
ଭୁବନେଶ୍ୱର,୨୬ା୯ (ସତ୍ୟଜିତ୍ ରାଉତ): ନାବାଳିକା ଝିଅକୁ ବଳାତ୍କାର ମାମଲାରେ ଅଭିଯୁକ୍ତ ବାପା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭୁବନେଶ୍ୱର ଆଡ୍ହକ୍ ଅତିରିକ୍ତ ଦୌରା ଜଜ୍ ତଥା ଫାଷ୍ଟ ଟ୍ରାକ୍ ସ୍ବତନ୍ତ୍ର (ପୋକ୍ସୋ) କୋର୍ଟର ବିଚାରପତି ସରୋଜ କୁମାର ସାହୁ ମହିଳା ଥାନାରେ ରୁଜୁ…
ବାଲିଯାତ୍ରା ପ୍ଲଟ ଆବଣ୍ଟନ: ଆଜିଠୁ ପଞ୍ଜୀକରଣ, ଜାଣନ୍ତୁ କେମିତି କରିପାରିବେ ଆବେଦନ
କଟକ,୨୬ା୯(କାର୍ତ୍ତିକ ସାହୁ):ଐତିହାସିକ ବାଲିଯାତ୍ରା କଟକ-୨୦୨୫ ଆସନ୍ତା ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆବଣ୍ଟିତ ହେବାକୁ ଥିବା ପ୍ଲଟ ନିଲାମ ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିୟମ ଓ ସର୍ତ୍ତାବଳୀ ଲାଗୁ କରାଯାଇଛି। ଅତିରିକ୍ତ ଜିଲାପାଳ…
ଆଜି ଅବପାତର ରୂପ ନେବ ଲଘୁଚାପ: ୩ଦିନ ଯାଏ ପ୍ରବଳ ବର୍ଷା
ଭୁବନେଶ୍ୱର,୨୬ା୯(ବନ୍ଦନା ସେଠୀ):ବଙ୍ଗୋପସାଗରରେ ଏବେ ଦୁଇଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାବେଳେ ଉତ୍ତର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଶୁକ୍ରବାର ଏହା ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ…
ସୁନ୍ଦରଗଡ଼ ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସୁନ୍ଦରଗଡ଼,୨୫।୯: ସୁନ୍ଦରଗଡ଼ ଜିଲାର କେ. ବଲାଙ୍ଗରେ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଘଟଣାରେ ମୃତକମାନେ ହେଲେ କରମପାଲ ସିଂ (ପିତା: ସମର ସିଂ), ଶବର ବଳ (ପିତା: ବଂଶୀଧର ବଳ), ପୁଷ୍ପା…
କାଲିଠାରୁ ବାଲିଯାତ୍ରା ପ୍ଲଟ ଆବେଦନ, ଏତିକି ଟଙ୍କା ଦେଲେ…
କଟକ,୨୫।୯: ଐତିହାସିକ କଟକ ବାଲିଯାତ୍ରା ପ୍ଲଟ ଆବଣ୍ଟନ ନିଲାମ ମାଧ୍ୟମରେ କରାଯିବ। ସୋମବାରଠାରୁ ଏହା ଆରମ୍ଭ ହୋଇ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି। ଏପରିକି ୧୦୦ ଟଙ୍କାରେ ଆବେଦନପତ୍ର ମିଳିବ ବୋଲି ଜଣାପଡିଛି। ଲୋକେ ବାରବାଟୀ…
ଚର୍ଚ୍ଚାରେ ଓଡ଼ିଶାର ଆଉଜଣେ ସାରଥୀ: ଅଫିସ ସାଜିଥିଲା ବେଡ୍ ରୁମ୍, ଯୌନ ନିର୍ଯାତନା ଅଭିଯୋଗ ପରେ ଫେରାର
ନୂଆଦିଲ୍ଲୀ,୨୫।୯: ନୂଆଦିଲ୍ଲୀର ଶ୍ରୀ ଶାରଦା ଇନଷ୍ଟିଟ୍ୟୁଟ୍ ଅଫ୍ ଇଣ୍ଡିଆନ ମ୍ୟାନେଜମେଣ୍ଟର ନିର୍ଦେଶକ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ (ପାର୍ଥ ସାରଥୀ) ବିରୋଧରେ ୧୭ ଜଣ ଛାତ୍ରୀ ଯୌନ ନିର୍ଯାତନ, ଅଶୋଭନୀୟ ମେସେଜ୍ ଓ ଧମକ ଅଭିଯୋଗ କରିଛନ୍ତି। ଓଡ଼ିଶାରେ ଜନ୍ମିତ ୫୨ ବର୍ଷୀୟ…
୧୮ ଜିଲାକୁ ସତର୍କ କରାଇଲେ SRC, ଜିଲାପାଳମାନଙ୍କ ସହ କଥା ହୋଇ କହିଲେ…
ଭୁବନେଶ୍ୱର,୨୫ା୯: ସମ୍ଭାବ୍ୟ ଅବପାତଜନିତ ବର୍ଷା ନେଇ ଭିଡିଓ କନ୍ଫରେନ୍ସିଂ ଜରିଆରେ ସତର୍କ କରାଇଛନ୍ତି SRC। ୧୮ ଜିଲାର ଜିଲାପାଳଙ୍କ ସହ କଥା ହୋଇଛନ୍ତି ଏସ୍ଆର୍ସି। ଏହି ଜିଲାଗୁଡ଼ିକ ମଧ୍ୟରେ ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼,…
ରୋଷେଇ ଚାଲିଥିବାବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ଆଉ ତା’ ପରେ…
ବାଲେଶ୍ୱର,୨୫ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ମାକଲପୁର ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ ରୋଷେଇ ଚାଲିଥିବାବେଳେ ନିଆଁ ଲାଗି ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଛି। ମାକଲପୁର ପୋଷ୍ଟ୍ ଅଫିସ ପଛ ପାଖରେ ଏକ ବିଲ୍ଡିଂରେ ରୋଷେଇ ଚାଲିଥିବା ସମୟରେ ନିଆଁ ଲାଗି…
ଧର୍ମେନ୍ଦ୍ରଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଓଡ଼ିଆଙ୍କ ଉପରେ ବଢୁଛି ମୋଦିଙ୍କ ଭରସା
ପାଟନା,୨୫।୯: ବିହାର ନିର୍ବାଚନ ପାଇଁ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ, କିନ୍ତୁ ସମସ୍ତ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଭାରତୀୟ ଜନତା ପାର୍ଟି ଗୁରୁବାର ଏକ ବଡ଼ ଘୋଷଣା କରିଛି। ଭାଜପା ବିହାର ଏବଂ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ପ୍ରଭାରୀ ଘୋଷଣା କରିଛି।…
ନିଜେ ଝାଡୁ ମାରି ସ୍ବଚ୍ଛତାର ସହ କାର୍ଯ୍ୟ କରିବାକୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୫ା୯: ସ୍ବଚ୍ଛତା ହିଁ ସେବା ୨୦୨୫ ଅଭିଯାନ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଅବସରରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେ ଆୟୋଜିତ ଗଣସଫେଇ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ,…
ଅଳିଆ ଗୋଟାଇ ପେଟ ପୋଷୁଥିଲେ ନାବାଳିକା, ବସ୍ତାରୁ ମିଳିଲା ମୃତଦେହ
ବାଲେଶ୍ୱର,୨୫ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସମଲପୁର ଗାଁ ନିକଟରେ ଏକ ଘରୁ ବସ୍ତା ଭିତରୁ ଜଣେ ନାବାଳିକାଙ୍କ ମୃତଦେହକୁ ପୋଲିସ ଜବତ କରିଛି। ଅନ୍ୟ ଦୁଇ ଝିଅଙ୍କ ସହ ଉକ୍ତ…
ଜେଲ୍ ଭିତରେ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଲେ କଏଦୀ
ପୁରୀ,୨୫ା୯(ଅଜିତ ମହାନ୍ତି): ପୁରୀ ଜିଲା କାରାଗାରରେ ଜଣେ କଏଦୀ ଆତ୍ମହତ୍ୟା କରିଛନ୍ତି। କଏଦୀ ଜଣକ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିବା ଜଣାପଡ଼ିଛି। ତେବେ ମୃତକ ଜଣକ ପିପିଲିର ବୁଲୁ ବେହେରା। ହେସ ଜୁଲାଇରୁ ଜେଲ୍ରେ ଥିଲେ। ପୋକ୍ସୋ ମାମଲାରେ ଗିରଫ…
Archives


