ରାଜ୍ୟ

ନୂଆପଡ଼ା ଉପନିର୍ବାଚନକୁ ନବୀନଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ: ବିଜେଡି ସୁପ୍ରିମୋ ଛିଡ଼ା ହେଲେ ବି …

ଭୁବନେଶ୍ୱର,୧୧।୧୦ ନୂଆପଡ଼ା ଉପ-ନିର୍ବାଚନକୁ ନେଇ ରାଜନୀତି ସରଗରମ। ଜୟ ଢୋଲକିଆ ଭାଜପାରେ ମିଶିବା ଚର୍ଚ୍ଚାରେ ଭାଜପା ଏମ୍‌ପି ରବୀ ନାରାୟଣ ବେହେରା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜୟଙ୍କୁ ଦଳ ଗ୍ରହଣ କରିବ । ନୂଆପଡ଼ା ଉପନିର୍ବାଚନ ପାଇଁ ଅନେକ ଆଶାୟୀ…

ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା: ବିଜୁଳି, ଘଡ଼ଘଡ଼ି ସହ ବହିବ ପବନ

ଭୁବନେଶ୍ୱର,୧୧।୧୮: ରାଜ୍ୟର ଅନେକ ସ୍ଥାନରେ ଆଜି ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର। ଦକ୍ଷିଣ ବାଂଲାଦେଶ ଓ ଏହା ପାଖାପାଖି ଉତ୍ତର ବଙ୍ଗୋପସାଗର ନିକଟରେ ଏକ…

ବିଜେଡିକୁ ବଡ଼ ଝଟ୍‌କା! ଭାଜପା ପୋଷ୍ଟରରେ ଜୟ ଢୋଲକିଆ

ଭୁବନେଶ୍ୱର,୧୧।୧୦: ନୂଆପଡ଼ା ଉପ-ନିର୍ବାଚନକୁ ନେଇ ରାଜନୀତି ସରଗରମ। ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଛି ବଡ଼ ଟ୍ବିଷ୍ଟ। ସ୍ବର୍ଗତ ବିଜେଡି ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଭାଜପାରେ ଯୋଗ ଦେବାକୁ ଯାଉଛନ୍ତି। ଜୟଙ୍କୁ ସ୍ବାଗତ କରିବାକୁ ଭାଜପା କାର୍ଯ୍ୟାଳୟ ମଧ୍ୟ…

ମଶାଧୂପ ନିଆଁରୁ ବାଣରେ ଲାଗିଲା ନିଆଁ: ମା’ ପୁଅ ଗୁରୁତର

ଜଳେଶ୍ୱର,୧୧।୧୦( ନବୀନ ସାହୁ): ବାଣ ବିସ୍ଫୋରଣରେ ମା’ ପୁଅ ଗୁରୁତର। ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ଶାଳିକୋଠା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଶାଳୀକୋଠା ଗ୍ରାମର ସୁନିତା ଦତ୍ତଙ୍କୁ ସେହି ଗ୍ରାମର ଜନୈକ ବ୍ୟବସାୟ ବାଣ ତିଆରି କରିବା…

ଆଇଇଡି ବୋମା ବିସ୍ଫୋରଣରେ ଯବାନ ଶହୀଦ

ରାଉଲକେଲା,୧୧।୧୦(ସଂଗୀତା ଜେନା): ଓଡ଼ିଶା-ଝାଡଖଣ୍ଡ ସୀମାରେ ଚାଲୁଥିବା ସନ୍ଧାନ ଅଭିଯାନ ସମୟରେ ଘଟିଥିବା ବିସ୍ଫୋରଣ ଘଟଣାରେ ଏକ ସିଆରପିଏଫ ଯବାନ ଶହୀଦ ହୋଇଥିବା ଖବର ପରେ ସୁରକ୍ଷା ବଳ ଓ ଅଞ୍ଚଳ ଭିତରେ ଶୋକର ଛାୟା ଖେଳିଯାଇଛି। ଏହି ଘଟଣା ଝାଡଖଣ୍ଡର ପଶ୍ଚିମ…

‘ଦିଲ୍ଲୀରେ ଡିଲ୍‌ କରିଦେଲେ କହ୍ନେଇ’: ଶ୍ରୀମୟୀଙ୍କ ପୋଷ୍ଟକୁ ନେଇ ରାଜନୀତିରେ ହଇଚଇ, ଜାଣନ୍ତୁ କାହାକୁ ଏମିତି କହିଲେ…

ଭୁବନେଶ୍ୱର,୧୧।୧୦: ପୁଣି ସୋସିଆଲ ମିଡିଆରେ ବର୍ଷିଲେ ନାରୀନେତ୍ରୀ ଶ୍ରୀମୟୀ ମିଶ୍ର। ପରୋକ୍ଷରେ ପାଣ୍ଡିଆନଙ୍କୁ ଶ୍ରୀମୟୀ ଟାର୍ଗେଟ କରିଛନ୍ତି। ଏପରିକି କହ୍ନେଇ, ସନ୍ନ୍ୟାସୀ କହି ପରୋକ୍ଷରେ ତାଚ୍ଛଲ୍ୟ କରିଛନ୍ତି। ଶ୍ରୀମୟୀ କହିଛନ୍ତି, କର୍ମୀ ଅନାଇ ବସିଛନ୍ତି, ଦିଲ୍ଲୀରେ ଡିଲ୍‌ କରିଦେଲେ କହ୍ନେଇ।ଦଳ ପାଇଁ…

ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ରାଜନୀତି ହଲଚଲ: ଆଜି ପଦ୍ମ ଧରିବେ ଢୋଲକିଆ!

ଭୁବନେଶ୍ୱର,୧୧।୧୦: ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ୨ ଲକ୍ଷ ୫୩ ହଜାର ୬୨୪ ଭୋଟର ବିଶିଷ୍ଟ ନୂଆପଡ଼ା ଆସନରେ ଆସନ୍ତା ନଭେମ୍ବର ୧୧ରେ ଉପନିର୍ବାଚନ ହେବାକୁ ଥିବାବେଳେ ବିଜେଡି ଏବଂ ଭାଜପା ପ୍ରାର୍ଥୀ ଘୋଷଣାରେ କଂଗ୍ରେସଠାରୁ ପଛରେ…

ଏହି ଦିନରୁ ରାଜ୍ୟରେ ଥଣ୍ଡା ପଡିବ, ମାଡିଆସିବ ଶୀତ ସହ ଘନ କୁହୁଡ଼ି

ଭୁବନେଶ୍ୱର,୧୧।୧୦: ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଉଥିବା ବେଳେ ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତର ଆଗମନ ହେବ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅନୁସାରେ, ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ। କିନ୍ତୁ ୧୩…

ଆଉ ଏକ ଲଘୁଚାପ, ୧୨ ଯାଏ ଛେଚିବ ବର୍ଷା, ଓ୍ବାର୍ନିଂ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ)- ଦକ୍ଷିଣ ବାଂଲାଦେଶ ଓ ଏହା ପାଖାପାଖି ଉତ୍ତର ବଙ୍ଗୋପସାଗର ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ୫.୮ କି.ମି ପର୍ଯ୍ୟନ୍ତ ବ୍ୟାପିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ୧୨ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ…

ଖାଦ୍ୟ, ଧାନ ସଂଗ୍ରହଣ ନୀତି ୨୦୨୫-୨୬କୁ କ୍ୟାବିନେଟ୍‌ରେ ମଞ୍ଜୁରୀ, ଖରିଫ ଋତୁରେ ଏତିକି ଟନ୍ ଚାଉଳ ସଂଗ୍ରହ ଲକ୍ଷ୍ୟ

ଭୁବନେଶ୍ୱର,୧୦।୧୦: ରାଜ୍ୟ କ୍ୟାବିନେଟ୍ ବୈଠକରେ ଖାଦ୍ୟ ଓ ଧାନ ସଂଗ୍ରହ ନୀତି ୨୦୨୫-୨୬କୁ ଅନୁମୋଦନ ଦିଆଯାଇଛି। ଏହି ନୀତି ଅନୁଯାୟୀ, ଖରିଫ ଋତୁରେ ୬୩ ଲକ୍ଷ ମେଟ୍ରିକ ଟନ୍ (ପ୍ରାୟ ୯୩ ଲକ୍ଷ ମେଟ୍ରିକ ଟନ୍ ଧାନ) ଚାଉଳ ସଂଗ୍ରହ ଲକ୍ଷ୍ୟ…

ଛୋଟ ଅପରାଧୀଙ୍କୁ ଦଣ୍ଡ ପରିବର୍ତ୍ତେ ଜରିମାନା ବ୍ୟବସ୍ଥା, ଜନବିଶ୍ଵାସ ଅଧ୍ୟାଦେଶକୁ କ୍ୟାବିନେଟ୍‌ରେ ମଞ୍ଜୁରୀ

ଭୁବନେଶ୍ୱର,୧୦।୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ୨୮ତମ ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୦ଟି ବିଭାଗର ୧୫ଟି ପ୍ରସ୍ତାବ ମଧ୍ୟରେ “ଓଡ଼ିଶା ଜନ ବିଶ୍ଵାସ ଅଧ୍ୟାଦେଶ ୨୦୨୫”କୁ ମଞ୍ଜୁରୀ ମିଳିଛି। ଏହା କ୍ଷୁଦ୍ର ଓ ପ୍ରକ୍ରିୟାଗତ ଅପରାଧକୁ…

‘ଓଡ଼ିଶା ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା’କୁ କ୍ୟାବିନେଟ୍‌ରେ ମଞ୍ଜୁରୀ

ଭୁବନେଶ୍ୱର,୧୦।୧୦: ଜଳବାୟୁ ପରିବର୍ତ୍ତନ ଜନିତ ମୌସୁମୀ ବର୍ଷାର ଅନିଶ୍ଚିତତା ଓ ଜଳ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର “ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା”କୁ ୧୭,୯୦୦ କୋଟି ଟଙ୍କା ବ୍ୟୟରେ ୨୦୨୫-୨୬ରୁ ୨୦୨୯-୩୦ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ କ୍ୟାବିନେଟ୍…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri