ରାଜ୍ୟ

ବାଲି ଚୋରିରେ ମୁଖ୍ୟମନ୍ତ୍ରୀ, ଭାଜପା ନେତାଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲା ବିଜେଡି; ଏସବୁ ବିଧାୟକଙ୍କ ନାଁରେ ଅଭିଯୋଗ

ଭୁବନେଶ୍ୱର,୨୦।୧୧: ବିଜୁ ଜନତା ଦଳ (ବିଜେଡି) ଗୁରୁବାର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ଏବଂ ଅନେକ ଭାଜପା ନେତାଙ୍କ ବିରୋଧରେ ବେଆଇନ ବାଲି ଚୋରିରେ ସମ୍ପୃକ୍ତ ଥିବାର ସଙ୍ଗୀନ ଅଭିଯୋଗ ଆଣି ଶାସକ ଦଳ ଉପରେ ଆକ୍ରମଣକୁ ତୀବ୍ର କରିଛି। ଶଙ୍ଖ…

ଭିଣୋଇଙ୍କ ଉପରେ ଏତେ ରାଗ, ଶଳାଙ୍କ ଆଖିବୁଜା ଗୁଳିମାଡ଼ରେ…

କଣ୍ଟାମାଳ,୨୦।୧୧( ଆଦିତେଶ୍ୱର ମିଶ୍ର)-  ବୌଦ୍ଧ ଜିଲା  ମନମୁଣ୍ଡା ଥାନା ତିଲପଙ୍ଗା ଗାଁରେ ଗୁରୁବାର ସାରେ ଅଭାବନୀୟ ଘଟଣା ଘଟିଛି। ଶଳାଙ୍କ ଗୁଳିମାଡ଼ରେ ଭିଣୋଇ ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ମୁତାବକ,  ବାଉଁଶୁଣୀ ଥାନା ଗୁଡ଼ପଡ଼ା ଗ୍ରାମର ବ୍ୟୋମକେଶ ଖଟୁଆ(୨୫)  ଶ୍ୱଶୁର ଘର …

ପ୍ରତିଶ୍ରୁତି ଦେଲେ ଅତାବିରା ବିଧାୟକ, ୨୮ ପର୍ଯ୍ୟନ୍ତ…

ବରଗଡ଼,୨୦।୧୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଧାନ ବିକ୍ରି ପଞ୍ଜୀକରଣରେ ଚାଷୀଙ୍କ ପ୍ରତି କରାଯାଇଥିବା ଅବହେଳାକୁ ନେଇ ଦେଖାଯାଇଥିବା ଅସନ୍ତୋଷ ଥମିବାର ନାଁ ନେଉ ନାହିଁ। ଧାନ ବିକ୍ରି ପଞ୍ଜୀକରଣରୁ ବାଦ୍ ପଡିଥିବା ଚାଷୀଙ୍କୁ ପଞ୍ଜୀକୃତ କରିବା ଦାବି ନେଇ ଗତ ୧୦ତାରିଖରୁ…

ରାଜ୍ୟ ସରକାରଙ୍କୁ FSSAIର ନିର୍ଦ୍ଦେଶ: ବିଭ୍ରାନ୍ତିକର ‘ORS’ ଉତ୍ପାଦକୁ ତୁରନ୍ତ ହଟାଅ

ନୂଆଦିଲ୍ଲୀ,୨୦।୧୧: ଉପଭୋକ୍ତାମାନଙ୍କୁ ବିଭ୍ରାନ୍ତ କରୁଥିବା ‘ORS’ ଲେବଲ୍ ଲାଗିଥିବା ସମସ୍ତ ଉତ୍ପାଦକୁ ତୁରନ୍ତ ବଜାରରୁ ହଟାଇବା ପାଇଁ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆ (FSSAI) ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଖାଦ୍ୟ ସୁରକ୍ଷା କମିଶନରମାନଙ୍କୁ…

ତିରୁପତି ଯାଇଥିଲେ ବ୍ୟବସାୟୀ, ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ; ସିସିଟିଭିରୁ…

ଗଜପତି,୨୦।୧୧(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ମଧୁରନାରାୟଣପେଟା ଗ୍ରାମରେ ଦୁର୍ବୃତ୍ତମାନେ ଜଣେ ବ୍ୟବସାୟୀଙ୍କ ଘରେ ପଶି କଳାକନା ବୁଲାଇଥିବାର ଜଣାଯାଇଛି । ଦୁର୍ବୃତ୍ତଙ୍କ କଳାକାରନାମା ସିସିଟିଭିରେ କଏଦ ହୋଇଥିବା ବେଳେ ଏହା ଏବେ ଭାଇରାଲ ହେବାରେ…

ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି

ଭୁବନେଶ୍ୱର,୨୦।୧୧: ବିଦ୍ୟାଳୟଗୁଡ଼ିକର ଅନୁରୋଧକୁ ଦୃଷ୍ଟିରେ ରଖି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ୨୦୨୬ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (HSC) ପରୀକ୍ଷା (ମାଟ୍ରିକ୍), ଏସ୍ଓଏସସି (SOSC) (ପ୍ରଥମ) ଏବଂ ମାଧ୍ୟମା ପରୀକ୍ଷା ପାଇଁ ଫର୍ମ ପୂରଣ କରିବାର ଶେଷ ତାରିଖକୁ ବୃଦ୍ଧି…

ଅନିଲ ଅମ୍ବାନୀଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ଭୁବନେଶ୍ୱରରେ ବି ରହିଛି ଲିଙ୍କ୍

ନୂଆଦିଲ୍ଲୀ,୨୦।୧୧: ମନି ଲଣ୍ଡରିଂ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଶିଳ୍ପପତି ଅନିଲ ଅମ୍ବାନୀ ଏବଂ ତାଙ୍କ ରିଲାଏନ୍ସ ଗ୍ରୁପ୍ କମ୍ପାନୀଗୁଡ଼ିକର ୧,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତିକୁ ଅସ୍ଥାୟୀ ଭାବରେ ବାଜ୍ୟାପ୍ତ କରିଛି। ସୂତ୍ର ଅନୁଯାୟୀ, ବାଜ୍ୟାପ୍ତ ହୋଇଥିବା ସମ୍ପତ୍ତି…

ଗଞ୍ଜାମକୁ ମିଳିଲା ପ୍ରଥମ ଜଳ ସଞ୍ଚୟ ଜନ ଭାଗିଦାରୀ ପୁରସ୍କାର

ଛତ୍ରପୁର,୨୦ା୧୧(ଦିଲ୍ଲୀପ ସାମଲ): ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଷଷ୍ଠ ଜାତୀୟ ଜଳ ପୁରସ୍କାର-୨୦୨୪ ଏବଂ ପ୍ରଥମ ଜଳ ସଂଚୟ ଜନ ଭାଗିଦାରୀ ପୁରସ୍କାର ପ୍ରଦାନ କରିଛନ୍ତି। ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ…

ଭଞ୍ଜନଗର ସୌନ୍ଦର୍ଯ୍ୟକରଣ ପାଇଁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ: ବିଧାୟକ କହିଲେ ଏନେଇ…

ଭଞ୍ଜନଗର,୨୦ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିର ୧୩ତମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ବୈଠକରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ସହରର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ…

ପୋଷ୍ଟ ଅଫିସରୁ ଲକ୍ଷାଧିକ ଲୁଟିନେଲେ ଦୁର୍ବୃତ୍ତ

ସାକ୍ଷୀଗୋପାଳ,୨୦ା୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ ସତ୍ୟବାଦୀ ଥାନାକୁ ଲାଗି ରହିଥିବା ସାକ୍ଷୀଗୋପାଳ ଉପଡାକଘରୁ ବୁଧବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି। କବାଟ କବଜା ତାଡ଼ି ଲୁଟେରା ଅଫିସ ଭିତରେ ପଶି ସିସିଟିଭି ହାର୍ଡଡିକ୍ସ ଭାଙ୍ଗି…

୨୦୨୩ରେ ନାବାଳିକାଙ୍କୁ ଉଠାଇ ନେଇଥିଲେ ଯୁବକ, ଆଜି ଆସିଲା ରାୟ, ଅଭିଯୁକ୍ତ ୩ ବର୍ଷ ପାଇଁ…

ଜୟପାଟଣା,୨୦ା୧୧(ଓମ୍‌ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଞ୍ଚଳରେ ଗତ ୨୦୨୩ ମସିହାରେ ହୋଇଥିବା ଜଣେ ନାବାଳିକାଙ୍କୁ ଅପହରଣ ଓ ଯୌନ ନିର୍ଯାତନା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ଭବାନୀପାଟଣାସ୍ଥିତ ଜିଲା ପୋକ୍ସୋ କୋର୍ଟର ସ୍ବତନ୍ତ୍ର ବିଚାରପତି ରାଜୀବ…

ବିଜେଡିର ଗୁମର ଖୋଲିଲେ ଦଳୀୟ ନେତା: ନୂଆପଡ଼ା ପରାଜୟକୁ ନେଇ…

ଭୁବନେଶ୍ୱର,୨୦।୧୧: ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂଙ୍କ ଗୁରୁବାର ଏକ ବଡ଼ ବୟାନ ଦେଇଛନ୍ତି। ନୂଆପଡ଼ାରେ ବିଜେଡିର ପରାଜୟକୁ ନେଇ ଭୂପିନ୍ଦର ପ୍ରତିକ୍ରିୟା ରଖିଛନ୍ତି। ବିଜେଡିର ପ୍ରାର୍ଥୀ ଚୟନରେ ଭୁଲ ରହିଥିବା କହି ଦଳ ପ୍ରତି ଦୋଷାରୋପ କରିଛନ୍ତି। ଏପରିକି ରାଜୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri